ଛାତ୍ରୀଙ୍କୁ ଅଶ୍ଳୀଳ ଭାଷା କହୁଥିବା ବେଳେ ଆଜି ଜଣେ ଛାତ୍ରର ଆଙ୍ଗୁଳିକୁ କାମୁଡି ରକ୍ତାକ୍ତ କରିଥିବା ସୂଚନା

ଛାତ୍ରୀଙ୍କୁ ଅଶ୍ଳୀଳ ଭାଷା କହୁଥିବା ବେଳେ ଆଜି ଜଣେ ଛାତ୍ରର ଆଙ୍ଗୁଳିକୁ କାମୁଡି ରକ୍ତାକ୍ତ କରିଥିବା ସୂଚନା

ଖୋର୍ଦ୍ଧା :ବେଗୁନିଆ ବ୍ଲକ କଣ୍ଟାବାଡ଼ ରମାମଣି ମହାବିଦ୍ୟାଳୟରେ ଅଧ୍ୟାପକଙ୍କ କାରନାମା। ଛାତ୍ରୀଙ୍କୁ ଅଶ୍ଳୀଳ ଭାଷା କହୁଥିବା ବେଳେ ଆଜି ଜଣେ ଛାତ୍ରର ଆଙ୍ଗୁଳିକୁ କାମୁଡି ରକ୍ତାକ୍ତ କରିଥିବା ସୂଚନା।କଲେଜ କର୍ତ୍ତୃପକ୍ଷ ଉକ୍ତ ଅଧ୍ୟାପକଙ୍କୁ ଗୋଟେ କ୍ଳାସ ରୁମରେ ତାଲା ପକାଇ ଥିବା ବେଳେ ଘଟଣାସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ଉକ୍ତ ଅଧ୍ୟାପକଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *