ଛାତ୍ରଛାତ୍ରୀଙ୍କ ବିକ୍ଷୋଭ କଲେଜ ଆଗରେ ଟାୟାର ଜାଳିରେ ଧାରଣା ରେ ବସିଲେ ।

ଛାତ୍ରଛାତ୍ରୀଙ୍କ ବିକ୍ଷୋଭ କଲେଜ ଆଗରେ ଟାୟାର ଜାଳିରେ ଧାରଣା ରେ ବସିଲେ ।

ଭୁବନେଶ୍ୱର,ରାଉରକେଲା: ଛାତ୍ରଛାତ୍ରୀଙ୍କ ବିକ୍ଷୋଭ କଲେଜ ଆଗରେ ଟାୟାର ଜାଳିରେ ଧାରଣା ରେ ବସିଲେ । ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଳୁଙ୍ଗା ଶିଳ୍ପାଞ୍ଚଳ ଅଞ୍ଚଳରେ ଥିବା ଆରଆଇଟି କଲେଜର ମେକାନିକାଲ ବିଭାଗର ଛାତ୍ରଛାତ୍ରୀମାନେ ଆଜି ସକାଳେ କଲେଜ ଗେଟ୍‌ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏମିତିକି ଛାତ୍ରଛାତ୍ରୀ କଲେଜର ଗେଟ୍‌ରେ ତାଲା ପକାଇ ଅଧ୍ୟାପକଙ୍କୁ ମଧ୍ୟ ଭିତରକୁ ଛାଡୁ ନାହାନ୍ତି। ପରୀକ୍ଷା ପାଇଁ ସୁଯୋଗ ଦେବାକୁ ଦାବି କରି ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନ କରିଛନ୍ତି।

Leave a Reply

Your email address will not be published. Required fields are marked *