ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଏହାର ପ୍ରତିବାଦରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନ ଘେରାଉ। ଭୁବେନେଶ୍ୱର: ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବା ନେଇ ସରକାର ଘୋଷଣା କରିବା ପରେ ପ୍ରତିବାଦର ସ୍ବର ଉତ୍ତୋଳନ ହେବା ଆରମ୍ଭ ହୋଇଛି । ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଏହାର ପ୍ରତିବାଦରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନ ଘେରାଉ କରାଯାଇଥିଲା । କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଆଜି ରାତି ଗୋଟାଏ ପର୍ଯ୍ୟନ୍ତ ମଦଦୋକାନ ଖୋଲା ରହିବା ନିର୍ଦ୍ଦେଶର ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ସେମାନଙ୍କ ଅଭିଯୋଗ ମୁତାବକ ଅନ୍ୟ ରାଜ୍ୟରେ ମଦ ବ୍ୟବସାୟକୁ ବନ୍ଦ କରାଯାଉଥିବା ବେଳେ ଆମ ରାଜ୍ୟରେ କାହିଁକି ମଦ କୁ ପ୍ରୋତ୍ସାହନ କାହିଁକି ଦିଆଯାଉଛି । ମଦ ପାଇଁ ଦିନକୁ ଦିନ ରାଜ୍ୟରେ ଅପରାଧ ବଢିଚାଲିଛି । ସରକାର ମଦ ଉପରେ ରୋକ ଲଗାଇବ ବଦଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବା ନେଇ ଛାତ୍ର କଂଗ୍ରେସ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ ।

ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଏହାର ପ୍ରତିବାଦରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନ ଘେରାଉ।

ଭୁବେନେଶ୍ୱର: ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବା ନେଇ ସରକାର ଘୋଷଣା କରିବା ପରେ ପ୍ରତିବାଦର ସ୍ବର ଉତ୍ତୋଳନ ହେବା ଆରମ୍ଭ ହୋଇଛି । ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଏହାର ପ୍ରତିବାଦରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନ ଘେରାଉ କରାଯାଇଥିଲା ।ଆହେମଦ ଖାନ, ଅଖରେଶ ଯାଦବ,  ଦୁର୍ଗା ମହଲା ଓ ଅନ୍ୟ ମାନେ ଥିଲେ ।କ ମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ଗିରଫ କରିଛି ।ଆଜି ରାତି ଗୋଟାଏ ପର୍ଯ୍ୟନ୍ତ ମଦଦୋକାନ ଖୋଲା ରହିବା ନିର୍ଦ୍ଦେଶର ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ସେମାନଙ୍କ ଅଭିଯୋଗ ମୁତାବକ ଅନ୍ୟ ରାଜ୍ୟରେ ମଦ ବ୍ୟବସାୟକୁ ବନ୍ଦ କରାଯାଉଥିବା ବେଳେ ଆମ ରାଜ୍ୟରେ କାହିଁକି ମଦ କୁ ପ୍ରୋତ୍ସାହନ କାହିଁକି ଦିଆଯାଉଛି । ମଦ ପାଇଁ ଦିନକୁ ଦିନ ରାଜ୍ୟରେ ଅପରାଧ ବଢିଚାଲିଛି । ସରକାର ମଦ ଉପରେ ରୋକ ଲଗାଇବ ବଦଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବା ନେଇ ଛାତ୍ର କଂଗ୍ରେସ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ ।

Leave a Reply

Your email address will not be published. Required fields are marked *