ଛାଡ଼ଖାଇରେ ଚାରି ନମ୍ବର ମାର୍କେଟ ଯିବା ମନା ବଜାର ଭିଡ଼ ଆକାଶ ଛୁଆଁ ରେଟ।

ଛାଡ଼ଖାଇରେ ଚାରି ନମ୍ବର ମାର୍କେଟ ଯିବା ମନା ବଜାର ଭିଡ଼ ଆକାଶ ଛୁଆଁ ରେଟ।

ଭୁବନେଶ୍ୱର : ଛାଡ଼ଖାଇରେ ଚାରି ନମ୍ବର ମାର୍କେଟ ଯିବା ମନା ବଜାର ଭିଡ଼ ଆକାଶ ଛୁଆଁ ରେଟ। ଆଜି ଛାଡ଼ଖାଇ । ଏଥର ଛାଡ଼ଖାଇ ବୁଧବାର ପଡିଥିବାରୁ ଲୋକଙ୍କୁ ସୁଯଗ ମିରିଛି କିନ୍ତୁ ବଜାର ଦାମ ଗତ ମାସେ ହେଲା କାର୍ତ୍ତିକ ମାସ ପଡ଼ିଥିବାରୁ ଲୋକେ ଖାଇବାକୁ ବିକଳ କିନ୍ତୁ ଚାରି ନମ୍ବର ମାର୍କେଟ ଯିବା ମନା ବୋଲି କିଛି ସ୍ୱେଚ୍ଛା ସେବୀ କହିଛନ୍ଥି ବୋଲି ସୂଚନା କିନ୍ତୁ ଆଜି ବିଭିନ୍ନ ମାର୍କେଟ ରେ ଆକାଶ ଛୁଆଁ ରେଟ ଦୀର୍ଘ । ଏହାକୁ ଆଖି ଆଗରେ ରଖି ଆଜି ଆମିଷ ବଜାର ବି ଚଳଚଞ୍ଚଳ ହୋଇପଡ଼ିଛି ।
ଦେଖନ୍ତୁ ବଜାର ରେଟ
1. ଖାସି 700
2 କୁକୁଡ଼ା.200
3.ରୋହି 200
4.ଭାକୁର 300
5.ପାପରେଟ 700
6.ଇଲିସି 2000
7.କଙ୍କଡା 800
8. ମହୁରଡ଼ି 500
9.କେରାଣ୍ଡି. 300
10. ଟାଇଗର 900

ରାଜଧାନୀ ଭୁବନେଶ୍ୱରର ୟୁନିଟ୍ ୪ ମାଛ ସହରରେ ଭିି ଅନ୍ୟ ଦିନ ଅପେକ୍ଷା ଆଜି ଆମିଷ ଚାହିଦା ଅଧିକ ଥିବାରୁ ଦର କିଛିଟା ଅଧିକ ରହିଛି । ବ୍ୟବସାୟୀମାନେ ବି ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ଅଧିକ ପରିମାଣର ମାଛ ଆମଦାନୀ କରିଛନ୍ତି । ସେହିପରି ଆଜି ବିି ହୋୋ ଆଖି ଆଗରେ ରଖି କିଛି ହୋଟେ ସ୍ୱତନ୍ତ୍ର ଆୟୋଜନ ମଧ୍ୟ ହୋଇଛି । ତେବେ ଆଜି ଗୋଟିଏ ଦିନରେ ଆମିଷ ବଜାରରେ କାରବାର  20 କୋଟି  ଟପିବ!

Leave a Reply

Your email address will not be published. Required fields are marked *