ରାମ ମନ୍ଦିର ନିର୍ମାଣ ପାଇଁ ଜଙ୍ଗଲୀ ମହାବୀରଙ୍କ ପରିସରରୁ ଗଲା ମାଟି ।

ରାମ ମନ୍ଦିର ନିର୍ମାଣ ପାଇଁ ଜଙ୍ଗଲୀ ମହାବୀରଙ୍କ ପରିସରରୁ ଗଲା ମାଟି । ଭୁବନେଶ୍ୱର, ୧/୮ : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ…

କରୋନା ଯୋଦ୍ଧା ପ୍ରତାପ ସାହୁଙ୍କ ନିଆରା ସେବା

କରୋନା ଯୋଦ୍ଧା ପ୍ରତାପ ସାହୁଙ୍କ ନିଆରା ସେବା ୧୪୦ ଦିନ ଧରି ଲୋକମାନଙ୍କୁ ମାଗଣାରେ ଖାଦ୍ୟ, ବସ୍ତ୍ର ଓ ସାନିଟାଇଜର ଭଳି…

ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତିକୁ ସ୍ୱାଗତ କଲା ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ

ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତିକୁ ସ୍ୱାଗତ କଲା ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ଭୁବନେଶ୍ୱର:୩୦.୦୭ ସାମାଜିକ…

କୋଭିଡ୍‌- ୧୯: ଲେବର କମିଶନରଙ୍କ ବସ୍ତି ପରିଦର୍ଶନ

କୋଭିଡ୍‌- ୧୯: ଲେବର କମିଶନରଙ୍କ ବସ୍ତି ପରିଦର୍ଶନ ଭୁବନେଶ୍ୱର, ୨୯-୦୭-୨୦: ସ୍ମାର୍ଟ୍ ସିଟି ତଥା ମନ୍ଦିରମୟୀ ନଗରୀ ଭୁବନେଶ୍ୱରରେ କରୋନାର ପ୍ରଭାବକୁ…

ଷ୍ଟ୍ରିଟ୍ ଭେଣ୍ଡରଙ୍କ ପାଇଁ ଆତ୍ମନିର୍ଭର ନିଧି (ମାଇକ୍ରୋ କ୍ରେଡିଟ୍ ସ୍କିମ୍‌)

ଷ୍ଟ୍ରିଟ୍ ଭେଣ୍ଡରଙ୍କ ପାଇଁ ଆତ୍ମନିର୍ଭର ନିଧି (ମାଇକ୍ରୋ କ୍ରେଡିଟ୍ ସ୍କିମ୍‌) ଭୁବନେଶ୍ୱର,୨୭.୦୭.୨୦୨୦; କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପଦକ୍ଷେପରେ ଏବେ…

ରାଜସ୍ଥାନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ର ରାଜଭବନ ସମ୍ମୁଖରେ ବିକ୍ଷୋଭ

ରାଜସ୍ଥାନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ର ରାଜଭବନ ସମ୍ମୁଖରେ ବିକ୍ଷୋଭ ଭୁବନେଶ୍ୱର ୨୭/୭/୨୦-କେନ୍ଦ୍ରର ବିଜେପି ସରକାର ଦେଶର…

ଆଗେଇ ଚାଲିଛି ବିବିଧ ପରୀକ୍ଷଣ – ରୋଗ ନିରୀକ୍ଷଣ

ଆଗେଇ ଚାଲିଛି ବିବିଧ ପରୀକ୍ଷଣ – ରୋଗ ନିରୀକ୍ଷଣ ଭୁବନେଶ୍ୱର, ୨୬-୦୭-୨୦: ଭୁବନେଶ୍ୱର ମହାନଗର ନିଗମ କର୍ତୃପକ୍ଷଙ୍କ ଏଭଳି ନିଷ୍ପତି ଦ୍ୱାରା…

କରୋନା ବିରୁଦ୍ଧ ରେ ଲଢେଇ

ଭୁବନେଶ୍ୱର:୨୫.୦୭ ଭୁବନେଶ୍ୱର ରେ ଅବସ୍ଥିତ ନୟାପଲ୍ଲୀ ବ୍ରିଟି କଲୋନୀ ବଢ଼ୁଥିବା କୋରୋନ ସଂକ୍ରମଣ କୁ ଦୃଷ୍ଟି ରେ ରଖି ପୂର୍ବତନ କର୍ପୋରେଟର…

କରୋନା ମହାମାରୀର ପ୍ରଭାବ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଥିବାରୁ ଚାପ ହ୍ରାସ ଲାଗି ଆମୋଦ ପ୍ରମୋଦ ବ୍ୟବସ୍ଥା ଥିବା ପାର୍କ ଗୁଡିକୁ ଖୋଲିବା ପାଇଁ ଇଣ୍ଡିଆନ ଆସୋସିଏସନ ଅଫ୍‍ ଅମ୍ୟୁଜମେଣ୍ଟ ପାର୍କ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ଆଇଏଏପିଆଇ) ଓଡିଶା ସରକାରଙ୍କୁ ଅନୁରୋଧ କରିଛି । ଆଇଏଏପିଆଇ ପର୍ଯ୍ୟଟନ ବିଭାଗକୁ ଏହି ମର୍ମରେ ଅନୁରୋଧ କରିବା ସହିତ ମହାମାରୀ ସମୟରେ ଲୋକେ ଯେଭଳି ମାନସିକ ସ୍ତରରେ ଫୂର୍ତ୍ତି ଅନୁଭବ କରିବେ ସେଥିପାଇଁ ସାମାଜିକ ଭିତ୍ତିଭୂମି ଗୁଡିକ ଖୋଲିବା ଉପରେ ବି·ର କରିବାକୁ ଅନୁରୋଧ ଜଣାଇଛି । ମହାମାରୀ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ନେଇଥିବା ଉଦ୍ୟମକୁ ପ୍ରଶଂସା କରିବା ସହ ଏସ୍‍ଓପି ପାଳନ ସହିତ ପର୍ଯ୍ୟାୟକ୍ରମେ ଲକ୍‍ଡାଉନ୍‍ ପ୍ରତ୍ୟାହାର ପାଇଁ ଅନୁରୋଧ କରାଯାଇଛି । ଆଇଏଏପିଆଇ ସୂଚାଇ ଦେଇଛି ଯେ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି ଏବଂ ·ପ ହ୍ରାସ କରାଯିବା ଆବଶ୍ୟକ । ଏହି ପରିସ୍ଥିତିରେ ଉଭୟ ଘରେ ଓ ବାହାରେ ବିଭନ୍ନ କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କୁ ଚାପମୁକ୍ତ କରାଯାଇ ପାରିବ । ଏ କ୍ଷେତ୍ରରେ ମନୋରଞ୍ଜନ ପାର୍କ, ଥିମ୍ ପାର୍କ ପ୍ରମୁଖ ଭୂମିକା ଗ୍ରହଣ କରିବ କାରଣ ଏହା ବୃହତ ଖୋଲା ଅଞ୍ଚଳରେ ଅବସ୍ଥିତ ଏବଂ ଏଠାରେ ସବୁଜ ବଳୟ ରହିଛି । ଏହା ଏଭଳି ଭାବେ ନିର୍ମାଣ ହୋଇଛି ହୋଇଛି ଯାହା କରୋନା ମହାମାରୀ ସମୟରେ ସାମାଜିକ ଦୂରତା ବଜାୟ ରଖିବାରେ ସହାୟକ ହୋଇପାରିବ । ଇନଡୋର ମନୋରଞ୍ଜନ କାର୍ଯ୍ୟକ୍ରମରେ ମଧ୍ୟ ସାମାଜିକ ଦୂରତା ଅନୁସରଣ କରାଯିବ । ଡାକ୍ତରୀ ପ୍ରତିଷ୍ଠାନର ବିଶେଷଜ୍ଞମାନଙ୍କ ପରାମର୍ଶରେ ଆଗନ୍ତୁକ ଓ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ଆଇଏଏପିଆଇ ପକ୍ଷରୁ ଏସ୍‍ଓପି ପ୍ରସ୍ତୁତ ହୋଇଛି । ଆଇଏଏପିଆଇ ଦର୍ଶାଇଛି ଯେ ମନୋରଞ୍ଜନ ପାର୍କ, ଥିମ୍ ପାର୍କ ଏବଂ ଇନ୍‍ଡୋର ମନୋରଞ୍ଜନ କେନ୍ଦ୍ରଗୁଡିକରେ କମ୍ ବିପଦ ରହିଛି । କାରଣ ଏହିସବୁ ସ୍ଥାନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ସ୍ଥାନୀୟ ପ୍ରଶାସନ ଦେଇଥିବା ମାର୍ଗଦର୍ଶିକା ଅନୁଯାୟୀ ସତର୍କତା ଅବଲମ୍ବନ କରାଯାଉଛି । ଆଇଏଏପିଆଇ କହିଛି ଯେ ମନୋରଞ୍ଜନ ପାର୍କଗୁଡିକ ସ୍ୱାସ୍ଥ୍ୟ ବିଭାଗ ତଥା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ମାର୍ଗଦର୍ଶିକା ଏବଂ ନିର୍ଦ୍ଦେଶନାମା ପାଳନ କରିବେ ଏବଂ କର୍ମ·ରୀ ଓ ଅତିଥିମାନଙ୍କ ଯତ୍ନ ନେବେ । ଆଇଏଏପିଆଇ ପକ୍ଷରୁ ସଠିକ୍ ସାମାଜିକ ଦୂରତା ନିୟମ ସହ ଏସ୍‍ଓପି ପ୍ରସ୍ତୁତ ଏବଂ ଅତିଥି ଏବଂ କର୍ମ·ରୀଙ୍କ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବାବେଳେ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରିଛି । ତେବେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମନୋରଞ୍ଜନ ପାର୍କ ଗୁଡିକୁ ଖୋଲିବା ନେଇ ଅଧିକାରୀମାନେ ଚିନ୍ତାରେ ଥିବା ଜଣାଯାଇଛି ।

ଭୁବନେଶ୍ୱର:୨୪.୦୭ କରୋନା ମହାମାରୀର ପ୍ରଭାବ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଥିବାରୁ ଚାପ ହ୍ରାସ ଲାଗି ଆମୋଦ ପ୍ରମୋଦ ବ୍ୟବସ୍ଥା ଥିବା…

ରେଡ୍‍ ସ୍ୱସ୍ତିକ୍‍ ପୋଲିସଙ୍କୁ ଛତା, ଡାକ ସେବା କର୍ମଚାରୀଙ୍କ ମାସ୍କ, ନିରାଶ୍ରୟଙ୍କୁ ଖାଦ୍ୟପୁଡ଼ିଆ ବିତରଣ ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଲେ ସୁରକ୍ଷା ଉପକରଣ

କରୋନା ମହାମାରୀ ସମୟରେ ସହଯୋଗର ହାତ ବଢ଼ାଇଛି ‘ରେଡ୍‍ ସ୍ୱସ୍ତିକ୍‍’ ପୋଲିସଙ୍କୁ ଛତା, ଡାକ ସେବା କର୍ମଚାରୀଙ୍କ ମାସ୍କ, ନିରାଶ୍ରୟଙ୍କୁ ଖାଦ୍ୟପୁଡ଼ିଆ…

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.