୪ହଜାର ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହେଉଥିବା ବେଳେ ମୋଟ ମୃତ୍ୟୁସଂଖା ୭୦୦

ଭୁବନେଶ୍ୱର:୨୦.୦୯ ରାଜ୍ୟରେ ଏବେ ଦୈନିକ ପ୍ରାୟ ୪ହଜାର ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହେଉଥିବା ବେଳେ ମୋଟ ମୃତ୍ୟୁସଂଖା ୭୦୦ଛୁଇଁବାକୁ ବସିଲାଣି। ଏସବୁ ମଧ୍ୟରେ ଆମେରିକାର ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର ପକ୍ଷରୁ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି। ଯାହାକି ଓଡ଼ିଶା ପାଇଁ ସତର୍କ ଘଣ୍ଟ ଓ ରାଜ୍ୟ ସରକାରଙ୍କ ନିମନ୍ତେ ମୁଣ୍ଡବ୍ୟଥାର କାରଣ ହୋଇପାରେ। ଓଡ଼ିଶାର ଲୋକମାନେ ଯଦି ଠିକ୍ ଭାବେ ମାସ୍କ ନପିନ୍ଧିବେ ତା’ହେଲେ ଆସନ୍ତାବର୍ଷ ଜାନୁୟାରୀ ମାସ ବେଳକୁ ଦିନକୁ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇବେ ବୋଲି ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ରିପୋର୍ଟରେ ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *