ସହିଦ ନଗର ରେ ବସ ରେ ନିଆ ଲାଗିଛି।

ଭୁବେନେଶ୍ୱର: ସହିଦ ନଗର ଅଂଚଳରେ ବସ ରେ ଜୋରେ ନିଆଲାଗିଛି ।ଅଗ୍ନି ସେନା ପକ୍ଷରୁ ବସ ଟିକୁ ଲିଭେଇବାକୁ ଅଗ୍ନୀ ବିଭାଗ ପକ୍ଷରୁ ଚାଲିଛି।ସୂଚନା ଯୋଗ୍ୟ ବସ ଟି କେମିତି ଲାଗିଲା କାରଣ ଜଣା ପଡ଼ିନାହିଁ।

Leave a Reply

Your email address will not be published. Required fields are marked *