ବାରଡାଙ୍ଗ ସରପଞ୍ଚ ପଞ୍ଚାୟତରେ ବୁଲବୁଲ୍ ରେ କ୍ଷୟକ୍ଷତି ହୋଇଥିବା ଲୋକମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି।

ବାରଡାଙ୍ଗ ସରପଞ୍ଚ ପଞ୍ଚାୟତରେ ବୁଲବୁଲ୍ ରେ କ୍ଷୟକ୍ଷତି ହୋଇଥିବା ଲୋକମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି।

ଭୁବନେଶ୍ୱର:ମହାକାଳପଡ଼ା। ଆଙ୍କର–କେନ୍ଦ୍ରାପଡା ଜିଲ୍ଲା ର ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତରେ ବୁଲବୁଲ ର ତାଣ୍ଡବ ରେ ଲୋକମାନଙ୍କ ଘରଦ୍ୱାର ଭାଙ୍ଗି ଯିବା ସହ ଛପର ଉଡାଇ ନେଇଯାଇଛି। ଏବଂ ଗଛ ଭାଙ୍ଗି ଘରଦ୍ୱାର ନଷ୍ଟଭ୍ରଷ୍ଟ ହୋଇଥିବା ଏବଂ ବର୍ଷା ପାଣି ଲୋକମାନଙ୍କ ଘରେ ପଶିଯାଇଥିବା ଦେଖିବାକୁ ମିଳିଛି କିନ୍ତୁ ଏମାନଙ୍କ ପାଖରେ ସ୍ଥାନୀୟ ସରପଞ୍ଚ ପହଞ୍ଚି ସହାୟତା ର ହାତ ବଢାଇଛନ୍ତି ବାରଡାଙ୍ଗ ସରପଂଚ ପୁଷ୍ପଲତା ଜେନା ସମାଜ ସେବି ଅରବିନ୍ଦ ଜେନା ବୁଲୁବୁଲୁ ଖାତିରି ନକରି ତଳି ଅଞ୍ଚଳର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ଲୋକମାନଙ୍କୁ ବାହାରଶୋବଳା ର ଓସଡମା ବାତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତରିତ କରିବା ସହ ଲୋକମାନେ କିପରି ସୁରକ୍ଷିତ ଭାବେ ରହିବେ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଥିଲେ ବାରଡାଙ୍ଗ ସରପଞ୍ଚ।

Leave a Reply

Your email address will not be published. Required fields are marked *