ବିଶ୍ୱ ଶୌଚାଳୟ ଦିବସ

ବିଶ୍ୱ ଶୌଚାଳୟ ଦିବସ

ତା ୧୮.୧୧.୨୦୧୯ ରିଖ ଭୁବନେଶ୍ୱର, ଓାଟ ଫର୍ ଓମେନ,ଡିଏଫ୍ଏଟି (ଊୠଇଞ) ଏବ ଅଷ୍ଟ୍ରଲିଆ ଏଡ୍ ସହାୟତାରେ ଓ ସି.ଏଫ୍.ଏ.ଆର୍ ( ଉୠଇଜ) ଓ ଏହାର ସହ ଯୋଗୀ ଅନୁଷ୍ଠାନ ସଖା ,ସ୍ୱାଭିମାନ,ହେଲପ୍ଏଜ ଇଣ୍ଡିଆ ସହଯୋଗ ରେ ସ୍ଥାନୀୟ ଇଡିକଲ୍ ଅଡିଟୋରିଅମ୍ ଠାରେ ବିଶ୍ୱ ଶୌଚାଳୟ ଦିବସ ୨୦୧୯ କୁ ପାଳନ କରାଯାଇଥିଲା ।
କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଏକ ବିଶାଳ ପଦଯାତ୍ରା ସକାଳ ୭.୦୦ ସମୟ ରେ ଶିଷୁ ଭବନ ଛକ ଠାରୁ ରାଜମହଲ ଦେଇ ୯.୦୦ ସମୟ ରେ ଇଡିକଲ୍ ଅଡିଟୋରିଅମ୍ ରେ ପହଂଚିଥିଲେ । ଉକ୍ତ ପଦଯାତ୍ରା ରେ ବହୁ ଦିବ୍ୟାଙ୍ଗ, ଟ୍ରାନ୍ସସଜେଣ୍ଡର,ବିଭିନ୍ନ କଲେଜ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହି ପଦଯାତ୍ରା କୁ ଗୃହ ଓ ନଗର ଉନ୍ନୟନ ବିଭାଗ ର ପ୍ରମୁଖ ସଚିବ ଶ୍ରୀଯୁକ୍ତ ମାଥିବାଥନାନ୍ ପତାକା ଉନ୍ମୋଚନ କରି ପଦଯାତ୍ରା ର ସୁଭାରମ୍ଭ କରିଥିଲେ ଏବଂ ଉକ୍ତ ଦିବସ ଉପଲକ୍ଷେ ବାର୍ତା ବି ରଖିଥିଲେ । ଏଥି ସହ ଶ୍ରୀ ଯୁକ୍ତ ସନ୍ୟାସି ବେହରା ,ଡି ଏସ୍ ଏସ୍ ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଓଡିଆ ଲୋକପ୍ରିୟ ଧାରାବାହିକ କଳାକାର ଲିକୁନ ଚୌଧୁରି ଉପସ୍ଥିତ ଥିଲେ । ସଖା ର ପ୍ରତିଷ୍ଠାତା ଶ୍ରୀମତି ମୀରା ପରିଡା ,ଟ୍ରାନ୍ସଜେଣ୍ଡର ମାନଙ୍କ ମୌଳିକ ଅଧିକାର ର ନାର ଦେଇ ପଦଯାତ୍ରା କୁ ଆହୁରି ମଜଭୁତ କରିଥିଲେ । ବିଗତ ବର୍ଷ ବିଶ୍ୱ ଶୌଚାଳୟ ଦିବସ ର ସନନ୍ଦ ପାଠ କରାଯାଇଥିଲା । ମଧ୍ୟାନ୍ତର ରେ ବରିଷ୍ଠ ନାଗରିକ ମଂଚ ର ସମ୍ପାଦକ ଶ୍ରୀଯୁକ୍ତ ଯୁଗଳ କିଶୋର ସାହୁ ବରିଷ୍ଠ ନାଗରିକ ମାନ ଙ୍କୁ ସାମିଲ କରି ଥିଲେ । ଏହି ପଦଯାତ୍ରା କାର୍ଯ୍ୟକ୍ରମ ରେ ବିଭିନ୍ନ ସାହି ର କଳାକାର ମାନେ ଶୌଚାଳୟ ଉପରେ ଅଧାରିତ ନାଟକ ପରିବେଷଣ କରିଥିଲେ । ପଦଯାତ୍ରୀ ମାନେ ବିଭିନ୍ନ ସ୍ଳୋଗାନ ମାଧ୍ୟମରେ ସର୍ବସାଧାରଣ ମାନଙ୍କୁ ଏହି ଦିବସ ର ବାର୍ତା କାହାକ ପଛରେ ଛାଡିବୁ ନାହିଁ ,ଶୌଚାଳୟ ଏକ ଆମ ଅଧିକାର ଏବଂ ଶୌଚାଳୟ କେବଳ ଯେ ଶୌଚାଳୟ ନୁହଁ ଏହା ଜିବନ ରକ୍ଷକ ଏବଂ ସମ୍ମାନ ରକ୍ଷକ ମଧ୍ୟ । ଇନ୍ଦିରା ଗାନ୍ଧୀ ପାର୍କ ଠାରେ ପଦଯାତ୍ରା ସମାପ୍ତ ହୋଇଥିଲା ।
ପଦଯାତ୍ରା ଶେଷ ରେ ଦିର୍ଘ ଏକ ବର୍ଷ ର ଗୋଷ୍ଠି ମାନ ଙ୍କ ଦ୍ୱାର ହୋଇଥିବା ଯାତ୍ରା କୁ ପଦର୍ଷନ କରାଯାଇ ଥିଲା ଏବଂ ଏହା କୁ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସୁଷାନ୍ତ ରାଉତ ଉଦ୍ଘାଟନ କରିଥିଲେ । ଏଥିରେ ତିନି ଗୋଟି ଷ୍ଟଲ ପଦର୍ଷନ କରାଯାଇ ଥିଲା । .. .. …. ଏହା ପରେ ଏକ ଅଧିବେଶନ ଆୟୋଜନ କରାଯାଇ ଥିଲା । ଅନ୍ୟ ସହଯୋଗୀ ଅନୁଷ୍ଠାନ ସି ୟାଇ ଏସ ଡି ର ପ୍ରକଳ୍ପ ପରିଚାଳକ ବସନ୍ତ କୁମାର ନାୟକ, ହେଲପ୍ଏଜ ଇଣ୍ଡିଆ ରାଜ୍ୟ ମୁଖ୍ୟ ଭାରତି ଚକ୍ରା ଓ ମହେନ୍ଦ୍ର ଧଳ ,ଏଲିସା ପଟ୍ଟନାୟକ ,ଇ ଆଣ୍ଡ ୟାଇ ,ମିହିର ମହାନ୍ତି ,ସ୍ୱାଭିମାନ , ଶ୍ରୀମତି ମୀରା ପରିଡା ସଖା,ବରିଷ୍ଠ ନାଗରିକ ମଂଚ ର ସମ୍ପାଦକ ଯୁଗଳ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଶ୍ରୀ ଯୁକ୍ତ ସଂଗ୍ରାମଜିତ ନାୟକ ,ନିର୍ଦ୍ଧେଷକ ମହାନଗର ନିଗମ ଓ ମିଶନ ଡାଇରେକ୍ଟର ଏବଂ ଟାଟା ଟ୍ରଷ୍ଟ ରାଜ୍ୟ ମୁଖ୍ୟ ଶ୍ରୀ ଯୁକ୍ତ ଶିଶିର ଦାସ ଉପସ୍ଥିତ ରହି ୨୦ ଜଣ ଗୋଷ୍ଠି ଚମ୍ପିୟାନ ଓ ୮ ଜଣ ଅନୁଷ୍ଠାନ ପ୍ରତିନିଧି ଙ୍କୁ ମାନ ଙ୍କୁ ସମ୍ମାନିତ କରିଥିଲେ ।
ଏହା ପରେ ବିଶ୍ୱ ଶୌଚାଳୟ ଦିବସ କୁ ଚିହ୍ନିତ କରିବା ପାଇଁ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଯୁକ୍ତ ପ୍ରତାପ ଜେନା ଏବଂ ପ୍ରମୁଖ ସଚିବ ଶ୍ରୀ ଜି. ମାଥିବାଥନନ୍ ଉପସ୍ଥିତ ରହି ଏ ବର୍ଷ ବିଶ୍ୱ ଶୌଚାଳୟ ଦିବସ ର ନୁତନ ସନନ୍ଦ ପ୍ରକାଶିତ କରିଥିଲେ । ସେ ତାଙ୍କ ସମ୍ଭାଷଣ ରେ
ଆଜି ଦିନଟି ବିଭିନ୍ନ ଦୃଷ୍ଟିରୁ ଏକ ସ୍ମରଣୀୟ ଦିବସ ଅଟେ । ଯାହା ସମଗ୍ର ବିଶ୍ୱରେ ବିଶ୍ୱ ଶୌଚାଳୟ ଭାବେ ପାଳନ କରାଯାଉଅଛି । ସେ ଆମ ହିନ୍ଦୁ ଜାତିବାଦ ବ୍ୟବସ୍ଥାରେ ତଳ ସ୍ତରରେ ଥିବା ଭାଇ ଭଉଣୀମାନେ, ଯେଉଁମାନଙ୍କୁ ଅସ୍ପୃଶ୍ୟ ବୋଲି କୁହାଯାଉଥିଲା, ସେମାନଙ୍କୁ ବାଧ୍ୟତାମୂଳକ ମାନବ ମଳ ନିଷ୍କାସନ ତଥା ପରିବହନ ଆଦି ଅଭ୍ୟାସକୁ ଦେଖି ଜାତିର ପିତା ମହାତ୍ମା ଗାନ୍ଧୀ ସଂପୂର୍ଣ୍ଣ ଭାବେ ହତବାକ ହୋଇ ପଡ଼ିଥିଲେ ଏବଂ ସେ ଏଭଳି ଅଭ୍ୟାସକୁ କଡ଼ା ଶବ୍ଦରେ ନିନ୍ଦା କରିଥିଲେ ।
ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ସହରାଞ୍ଚଳ ଗରୀବ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦେବା ସଙ୍ଗେ ସଙ୍ଗେ ପଟ୍ଟା ଜାଗା ତଥା ସହରର ଅବଶିଷ୍ଟ ଅନ୍ୟମାନଙ୍କ ଭଳି ବ୍ୟକ୍ତିଗତ ସମ୍ପଦ ଉପଲବ୍ଧ କରାଇବା ପାଇଁ ସ୍ପଷ୍ଟବାଦୀ ଅଟନ୍ତି । ଏଭଳି ଉଦ୍ଦେଶ୍ୟ ପାଇଁ ମୋର ମନ୍ତ୍ରାଳୟ ସଂପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ।
ଆମେ ସମସ୍ତେ ମାତ୍ରାଧିକ ଦୂରତା ଅତିକ୍ରମ କରି ସମସ୍ତଙ୍କ ପାଇଁ ମୌଳିକ ସୁବିଧା ଗୁଡ଼ିକ ନିରାପଦ ଶୌଚାଳୟରୁ ପାଣି ସୁନିଶ୍ଚିତ କରବା ପାଇଁ ପ୍ରସ୍ତୁତ । ଆମେମାନେ ଅନେକ ପ୍ରଗତି ଦେଖୁଛୁ କିନ୍ତୁ ଲକ୍ଷ୍ୟସ୍ଥଳ ପାଖରେ ପହଞ୍ôଚଲା ଭଳି ପର୍ଯ୍ୟାପ୍ତ ଅନୁଭୂତି କରିପାରୁ ନାହୁଁ । ଆମେ କାହାକୁ ପଛରେ ନ ଛାଡ଼ି ସମସ୍ତଙ୍କ ପାଇଁ ଶୌଚାଳୟ ବାସ୍ତବ କରିବା ପାଇଁ ଆହୁରି ଅଧିକ କିଛି କରିବା ଆବଶ୍ୟକ ।
ଏଥିପାଇଁ ମୁଁ ଆପଣ ମାନଙ୍କ ସହଯୋଗ କାମନା କରୁଛି । ଏବଂ ଏହାକୁ ଏକ ପ୍ରସ୍ତାବ ନୁହେଁ ବରଂ ବାସ୍ତବ ରୂପରେଖ ଦେବା ପାଇଁ ସବୁ ପ୍ରକାର ସହାୟତା କରିବ ବୋଲି ପ୍ରତିଶ୍ରୁତି ଦେଉଛି ।
ପରିଶେଷରେ ଏଭଳି ପ୍ରୟାସକୁ ଆଗକୁ ନେବାରେ ସହାୟତା କରୁଥିବା ସମସ୍ତ ନାଗରିକ, ସ୍ୱେଚ୍ଛାସେବୀ ତଥା ସମୁଦାୟ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଏଭଳି ମହତ୍ୱ ଉଦ୍ଦେଶ୍ୟକୁ ଲକ୍ଷ୍ୟପଥରେ ଆଗେଇ ନେବା ପାଇଁ ସହଯୋଗ କାମନା ମୀରା ପରିଡା ସଖା,ବରିଷ୍ଠ ନାଗରିକ ମଂଚ ର ସମ୍ପାଦକ ଯୁଗଳ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଶ୍ରୀ ଯୁକ୍ତ ସଂଗ୍ରାମଜିତ ନାୟକ ,ନିର୍ଦ୍ଧେଷକ ମହାନଗର ନିଗମ ଓ ମିଶନ ଡାଇରେକ୍ଟର ଏବଂ ଟାଟା ଟ୍ରଷ୍ଟ ରାଜ୍ୟ ମୁଖ୍ୟ ଶ୍ରୀ ଯୁକ୍ତ ଶିଶିର ଦାସ ଉପସ୍ଥିତ ରହି ୨୦ ଜଣ ଗୋଷ୍ଠି ଚମ୍ପିୟାନ ଓ ୮ ଜଣ ଅନୁଷ୍ଠାନ ପ୍ରତିନିଧି ଙ୍କୁ ମାନ ଙ୍କୁ ସମ୍ମାନିତ କରିଥିଲେ ।
ଏହା ପରେ ବିଶ୍ୱ ଶୌଚାଳୟ ଦିବସ କୁ ଚିହ୍ନିତ କରିବା ପାଇଁ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଯୁକ୍ତ ପ୍ରତାପ ଜେନା ଏବଂ ପ୍ରମୁଖ ସଚିବ ଶ୍ରୀ ଜି. ମାଥିବାଥନନ୍ ଉପସ୍ଥିତ ରହି ଏ ବର୍ଷ ବିଶ୍ୱ ଶୌଚାଳୟ ଦିବସ ର ନୁତନ ସନନ୍ଦ ପ୍ରକାଶିତ କରିଥିଲେ । ସେ ତାଙ୍କ ସମ୍ଭାଷଣ ରେ
ଆଜି ଦିନଟି ବିଭିନ୍ନ ଦୃଷ୍ଟିରୁ ଏକ ସ୍ମରଣୀୟ ଦିବସ ଅଟେ । ଯାହା ସମଗ୍ର ବିଶ୍ୱରେ ବିଶ୍ୱ ଶୌଚାଳୟ ଭାବେ ପାଳନ କରାଯାଉଅଛି । ସେ ଆମ ହିନ୍ଦୁ ଜାତିବାଦ ବ୍ୟବସ୍ଥାରେ ତଳ ସ୍ତରରେ ଥିବା ଭାଇ ଭଉଣୀମାନେ, ଯେଉଁମାନଙ୍କୁ ଅସ୍ପୃଶ୍ୟ ବୋଲି କୁହାଯାଉଥିଲା, ସେମାନଙ୍କୁ ବାଧ୍ୟତାମୂଳକ ମାନବ ମଳ ନିଷ୍କାସନ ତଥା ପରିବହନ ଆଦି ଅଭ୍ୟାସକୁ ଦେଖି ଜାତିର ପିତା ମହାତ୍ମା ଗାନ୍ଧୀ ସଂପୂର୍ଣ୍ଣ ଭାବେ ହତବାକ ହୋଇ ପଡ଼ିଥିଲେ ଏବଂ ସେ ଏଭଳି ଅଭ୍ୟାସକୁ କଡ଼ା ଶବ୍ଦରେ ନିନ୍ଦା କରିଥିଲେ ।
ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ସହରାଞ୍ଚଳ ଗରୀବ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦେବା ସଙ୍ଗେ ସଙ୍ଗେ ପଟ୍ଟା ଜାଗା ତଥା ସହରର ଅବଶିଷ୍ଟ ଅନ୍ୟମାନଙ୍କ ଭଳି ବ୍ୟକ୍ତିଗତ ସମ୍ପଦ ଉପଲବ୍ଧ କରାଇବା ପାଇଁ ସ୍ପଷ୍ଟବାଦୀ ଅଟନ୍ତି । ଏଭଳି ଉଦ୍ଦେଶ୍ୟ ପାଇଁ ମୋର ମନ୍ତ୍ରାଳୟ ସଂପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ।
ଆମେ ସମସ୍ତେ ମାତ୍ରାଧିକ ଦୂରତା ଅତିକ୍ରମ କରି ସମସ୍ତଙ୍କ ପାଇଁ ମୌଳିକ ସୁବିଧା ଗୁଡ଼ିକ ନିରାପଦ ଶୌଚାଳୟରୁ ପାଣି ସୁନିଶ୍ଚିତ କରବା ପାଇଁ ପ୍ରସ୍ତୁତ । ଆମେମାନେ ଅନେକ ପ୍ରଗତି ଦେଖୁଛୁ କିନ୍ତୁ ଲକ୍ଷ୍ୟସ୍ଥଳ ପାଖରେ ପହଞ୍ôଚଲା ଭଳି ପର୍ଯ୍ୟାପ୍ତ ଅନୁଭୂତି କରିପାରୁ ନାହୁଁ । ଆମେ କାହାକୁ ପଛରେ ନ ଛାଡ଼ି ସମସ୍ତଙ୍କ ପାଇଁ ଶୌଚାଳୟ ବାସ୍ତବ କରିବା ପାଇଁ ଆହୁରି ଅଧିକ କିଛି କରିବା ଆବଶ୍ୟକ ।
ଏଥିପାଇଁ ମୁଁ ଆପଣ ମାନଙ୍କ ସହଯୋଗ କାମନା କରୁଛି । ଏବଂ ଏହାକୁ ଏକ ପ୍ରସ୍ତାବ ନୁହେଁ ବରଂ ବାସ୍ତବ ରୂପରେଖ ଦେବା ପାଇଁ ସବୁ ପ୍ରକାର ସହାୟତା କରିବ ବୋଲି ପ୍ରତିଶ୍ରୁତି ଦେଉଛି ।
ପରିଶେଷରେ ଏଭଳି ପ୍ରୟାସକୁ ଆଗକୁ ନେବାରେ ସହାୟତା କରୁଥିବା ସମସ୍ତ ନାଗରିକ, ସ୍ୱେଚ୍ଛାସେବୀ ତଥା ସମୁଦାୟ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଏଭଳି ମହତ୍ୱ ଉଦ୍ଦେଶ୍ୟକୁ ଲକ୍ଷ୍ୟପଥରେ ଆଗେଇ ନେବା ପାଇଁ ସହଯୋଗ କାମନା!

Leave a Reply

Your email address will not be published. Required fields are marked *