ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କୃତି୍ରମ ଅଙ୍ଗ ନିର୍ମାଣ ବାବଦରେ ବିଶେଷ ଧ୍ୟାନ!

ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କୃତି୍ରମ ଅଙ୍ଗ ନିର୍ମାଣ ବାବଦରେ ବିଶେଷ ଧ୍ୟାନ!

ଭୁବନେଶ୍ୱର :୧୦.୦୧.୨୦ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କୃତି୍ରମ ଅଙ୍ଗ ନିର୍ମାଣ ବାବଦରେ ବିଶେଷ ଧ୍ୟାନ ଦେବ । ଫଳରେ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ଶିବିର ତଥା ‘କ୍ଷମତା ଏକ୍ସପ୍ରେସ୍‌’ ନିର୍ଘଣ୍ଟ ସ୍ଥାନଗୁଡ଼ିକରେ ପରୀକ୍ଷାକ୍ରମେ ନିର୍ଦ୍ଧାରିତ କୃତି୍ରମ ଅଙ୍ଗ ଯୋଗାଇଦେବାରେ ସମସ୍ୟା ରହିବ ନାହିଁ ବୋଲି ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା, ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।ମନ୍ତ୍ରୀ ଶ୍ରୀ ପଣ୍ଡା ଆଜି ଲୋକସେବା ଭବନରେ ପ୍ରକାଶ କରିଛନ୍ତି ଯେ, ସମ୍ବଲପୁରଠାରେ କୃତି୍ରମ ଅଙ୍ଗ ନିର୍ମାଣ ପାଇଁ କାର୍ଯ୍ୟ କରୁଥିବା ୱାର୍କସପ୍‌କୁ ଖୁବ୍‌ ଶୀଘ୍ର ସ୍ୱତନ୍ତ୍ର ଭାବରେ କମ୍ପୁ୍ୟଟରୀକୃତ କରାଯିବ । ଫଳରେ ଅତ୍ୟାଧୁନିକ ପ୍ରଣାଳୀରେ ଭିନ୍ନକ୍ଷମମାନଙ୍କ ନିମନ୍ତେ କୃତି୍ରମ ଅଙ୍ଗ ପ୍ରସ୍ତୁତ କରାଯାଇପାରିବ ।

Leave a Reply

Your email address will not be published. Required fields are marked *