ରାଜ୍ୟ ବିଜେପି ସଭାପତି ହେଲେ ସମୀର ମହାନ୍ତି।

ରାଜ୍ୟ ବିଜେପି ସଭାପତି ହେଲେ ସମୀର ମହାନ୍ତି।

ଭୁବନେଶ୍ୱର:୧୬.୦୧.୨୦: ସମୀର ମହାନ୍ତି ହୋଇଛନ୍ତି ରାଜ୍ୟ ବିଜେପି ସଭାପତି । ନିଦ୍ୱର୍ନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସମୀର ମହାନ୍ତି । ସହମତି ଭିତ୍ତିରେ ସମୀର ହୋଇଛନ୍ତି ରାଜ୍ୟ ବିଜେପି ସଭାପତି । ୨୦୧୬ରୁ ରାଜ୍ୟ ବିଜେପି ଉପସଭାପତି ଥିଲେ ସମୀର ମହାନ୍ତି ।

Leave a Reply

Your email address will not be published. Required fields are marked *