ନୂଆବର୍ଷ ପାଇଁ ଶୁଭେଚ୍ଛା ବାର୍ତା

ନୂଆବର୍ଷ ପାଇଁ ଶୁଭେଚ୍ଛା ବାର୍ତା

ଭୁବନେଶ୍ୱର, ତା.୩୧/୧୨: ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ବସନ୍ତ ପା ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ ଇଂରାଜୀ ନବ ବର୍ଷ ୨୦୨୦ ପାଇଁ ସମଗ୍ର ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ବାର୍ତା ଜଣାଇଛନ୍ତି ।
ନୂତନ ବର୍ଷ ସମସ୍ତଙ୍କ ପାଇଁ ଶୁଭମୟ, ଶାନ୍ତିମୟ, ମଂଗଳମୟ ଏବଂ ସମୃଦ୍ଧିମୟ ହେବାକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଶ୍ରୀ ପା ଏବଂ ଶ୍ରୀ ନାୟକ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *