୨୩ @ ବିଜେଡି ପ୍ରତିଷ୍ଠା ଦିବସ ।

୨୩ @ ବିଜେଡି ପ୍ରତିଷ୍ଠା ଦିବସ ।

ଭୁବନେଶ୍ୱର ୨୬.୧୨.୧୯ : ଆଜି ବିଜେଡ଼ି ପାଳନ କରିଛି ୨୩ତମ ପ୍ରତିଷ୍ଠା ଦିବସ । ରାଜ୍ୟବ୍ୟାପୀ ପ୍ରତିଷ୍ଠା ଦିବସ ପାଳନ କରିଛି ବିଜେଡ଼ି ଦଳ । ୧୯୯୭ରେ ପ୍ରତିଷ୍ଠା ହୋଇଥିଲା ବିଜେଡ଼ି । ଏହି ପ୍ରତିଷ୍ଠା ଦିବସରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ସେ କହିଛନ୍ତି ଶ୍ରେଷ୍ଠ ଓଡ଼ିଶା ଗଢ଼ିବାର ସଙ୍କଳ୍ପ ନିଅନ୍ତୁ । ଏହାସହ ଅର୍ଥନୀତି କ୍ଷେତ୍ରରେ ଓଡ଼ିଶା ଆଗେଇଛି ବୋଲି ସେ କହିଛନ୍ତି । ବାରମ୍ବାର ବିଶ୍ୱସ୍ତରରେ ସମ୍ମାନିତ ହୋଇଛି ଓଡ଼ିଶା ।

Leave a Reply

Your email address will not be published. Required fields are marked *