୨୬ରେ ପାଳନ ହେବ ବିଜେଡ଼ି ପ୍ରତିଷ୍ଠା ଦିବସ!

୨୬ରେ ପାଳନ ହେବ ବିଜେଡ଼ି ପ୍ରତିଷ୍ଠା ଦିବସ!

ଭୁବନେଶ୍ୱର୧୯.୧୨.୧୯: ଆସନ୍ତା ୨୬ ତାରିଖ ଦିନ ପାଳିତ ହେବ ବିଜେଡ଼ି ପ୍ରତିଷ୍ଠା ଦିବସ । ବିଜେଡ଼ି ପ୍ରତିଷ୍ଠା ଦିବସରେ ରାଜ୍ୟବ୍ୟାପୀ ବିଭିନ୍ନ ଜାଗାରେ କାର୍ଯ୍ୟକ୍ରମ ପାଳନ କରାଯିବ । ସରକାରୀ ଯୋଜନା ନେଇ ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ କରାଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *