ବିଶାଳ ରାଲିରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବେ ।

ବିଶାଳ ରାଲିରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବେ ।

ଭୁବନେଶ୍ୱର: ଆସନ୍ତାକାଲି ୨୪ଘଣ୍ଟିଆ ଭାରତ ବନ୍ଦ ହେବ । ଏହାସହ କାଲି ବାରିପଦାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ବନ୍ଦ ଡାକରା ଭିତରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ କାର୍ଯ୍ୟକ୍ରମ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ବିଜେଡ଼ି ଆସନ୍ତାକାଲି ବନ୍ଦ ଡାକରାକୁ ସମର୍ଥନ କରୁନାହିଁ ବୋଲି ସୂଚନା ମିଳିଛି । ଏହାସହ ଦଳୀୟ କର୍ମୀଙ୍କୁ ଆସନ୍ତାକାଲି ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *