ବିଗ୍ ବଜାରରେ ଏ୍ ଅଫ୍ ଡିକେଡ୍ ସେଲ୍ ୨୦୧୯ ଡିସେମ୍ବର ୨୧ରୁ ୨୦୨୦ ଜାନୁଆରି ୧ ପର୍ଯ୍ୟନ୍ତ

ବିଗ୍ ବଜାରରେ ଏ୍ ଅଫ୍ ଡିକେଡ୍ ସେଲ୍ ୨୦୧୯ ଡିସେମ୍ବର ୨୧ରୁ ୨୦୨୦ ଜାନୁଆରି ୧ ପର୍ଯ୍ୟନ୍ତ

ଭୁବନେଶ୍ୱର: ଏହି ଦଶନ୍ଧୀ ଶେଷ ହେବାକୁ ଯାଉଥିବା ବେଳେ ଭାରତର ଅଗ୍ରଣୀ ହାଇପର୍ମାର୍କେଟ୍ ଶୃଙ୍ଖ ଳା ଫ୍ୟୁଚର୍ ଗ୍ରୁପ୍ର ଅଂଶ ବିଗ ବଜାର ଏହି ବର୍ଷକୁ ଉାହର ସହ ଶେଷ କରିବାକୁ ଯାଉଛି । ବିଗ୍ ବଜାର ପକ୍ଷରୁ ଏ୍ ଅଫ୍ ଡିକେଡ୍ ସେଲ୍ ଉପସ୍ଥାପନ କରାଯାଇଛି ଯାହା ୨୦୧୯ ଡିସେମ୍ବର ୨୧ରୁ ଆରମ୍ଭ ହୋଇ ୨୦୨୦ ଜାନୁଆରି ୧ ପର୍ଯ୍ୟନ୍ତ ଚାଲିବ । ବିଗ ବଜାରର ଏ୍ ଅଫ୍ ଡିକେଡ୍ ସେଲ୍ରେ ଗ୍ରାହକମାନେ ଦଶ ବର୍ଷ ପୂର୍ବର ମୂଲ୍ୟରେ ସମାନ ଉତ୍ପାଦ କିଣିବାର ସୁଯୋଗ ପାଇବେ । ଏହାର ଅର୍ଥ ହେଉଛି ଗ୍ରାହକମାନେ ବ୍ୟାପକ ପ୍ରକାରର ଉତ୍ପାଦ ଯଥା ୫୬୦ ଗ୍ରାମ୍ର ମ୍ୟାଗି ଯାହା ୨୦୦୯ରେ ୭୧ ଟଙ୍କାରେ ବିକ୍ରି ହେଉଥିଲା, ତାହାର ବଜାର ମୂଲ୍ୟ ଏବେ ୮୯ ଟଙ୍କା ରହିଛି ତାହାକୁ ୭୧ ଟଙ୍କାରେ କିଣିପାରିବେ ।
ବିଗ୍ ବଜାରର ଏ୍ ଅଫ୍ ସିଜନ୍ ସେଲ୍ରେ ସମସ୍ତ ବର୍ଗ ଯଥା ଖାଦ୍ୟ, ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ, ହୋମ୍ ର୍ଫିସିଂ, ଇଲେକ୍ଟ୍ରୋନିକ୍ସ, ହୋମ ଓୟାର, ଲଗେଜ୍, ଷ୍ଟେସନାରି, ଖେଳନା, ଫେସନ୍ ଓ ଆହୁରି ବହୁତ କିଛି ଉପରେ ସ୍ୱତନ୍ତ୍ର ୨୦୦୯ ମୂଲ୍ୟର ତାଲିକା ରହିଛି । ଗ୍ରାହକମାନେ ୭୨୯୫ ଟଙ୍କା ମୂଲ୍ୟର ନୂଆ ପ୍ରେଷ୍ଟିଜ ୩ ର୍ବର ଗ୍ୟାସ ଷ୍ଟୋଭ୍କୁ ୩୬୯୯ ଟଙ୍କାରେ, ୯୯୯ ଟଙ୍କା ମୂଲ୍ୟର ବମ୍ବେ ଡାଇଙ୍ଗ ବେଡସିଟ୍ ୪୯୯ ଟଙ୍କାରେ, ୨୦,୦୦୦ ଟଙ୍କା ମୂଲ୍ୟର ଆରିଷ୍ଟୋକ୍ରାଟ୍ ହାର୍ଡ ଟ୍ରଲି ୬୯୯୯ ଟଙ୍କାରେ ଇତ୍ୟାଦି ପାଇପାରିବେ ।
ଏ୍ ଅଫ୍ ଡିକେଡ୍ ସେଲ୍ ବିଷୟରେ ଶ୍ରୀଯୁକ୍ତ ସଦାଶିବ ନାୟକ, ସିଇଓ, ବିଗ୍ ବଜାର କହିଛନ୍ତି ଯେ, ଗତ ଦଶନ୍ଧୀକୁ ମନେ ପକାଇବା ବେଳେ ଆମେ ପରିବର୍ତନ, ବିକାଶ, ନୂଆ ଷ୍ଟୋର୍ ଉନ୍ମୋଚନ, ଆକର୍ଷଣୀୟ ଅଫର, ବ୍ୟାପକ ଉତ୍ପାଦ ପୋର୍ଟଫୋଲିଓ ଓ ଆହୁରି ବହୁତ କିଛି ଏବଂ ଏହି ବର୍ଷଗୁଡ଼ିକରେ ବିଗ୍ ବଜାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ବିଷୟରେ ଜାଣିପାରିଛୁ । ଆମେ ଏହି ଦଶନ୍ଧୀ ଶେଷ କରିବାକୁ ଯାଉଥିବା ବେଳେ ଏ୍ ଅଫ୍ ଡିକେଡ୍ ସେଲ୍ ସହିତ ୨୦୦୯ର ମୂଲ୍ୟରେ ଆମେ ଆମର ଗ୍ରାହକଙ୍କୁ ଏକ ସ୍ମତିଚାରଣ ଯାତ୍ରାରେ ନେବାକୁ ଚାହୁଁଛୁ । ନିଜର ଲୋକପ୍ରିୟ ବ୍ରା୍ ବିଗ୍ ବଜାର ସହିତ ଏହି ସପିଙ୍ଗ୍ର ମୂଲ୍ୟ ଅନୁଭୂତି ନେବା ଲାଗି ଆମେ ଆମର ଗ୍ରାହକଙ୍କୁ ଆମନ୍ତ୍ରଣ କରୁଛୁ ।
ଶ୍ରେଷ୍ଠ ମୂଲ୍ୟ ବ୍ୟତୀତ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଗ୍ରାହକମାନେ ସର୍ବନିମ୍ନ ୩୦୦୦ ଟଙ୍କାରେ ଅତିରିକ୍ତ ୧୦% ରିହାତି ସହିତ ସେଲ୍ ସର୍ବାଧିକ ୪୦୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ।

Leave a Reply

Your email address will not be published. Required fields are marked *