ବିଦ୍ୟୁତ ଖୁଣ୍ଟରେ ଯୁବକ ମୃତ୍ୟୁ ……

ବିଦ୍ୟୁତ ଖୁଣ୍ଟରେ ଯୁବକ ମୃତ୍ୟୁ ……

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୌଶଲ୍ୟା ପାଳ ର ଲକ୍ଷ୍ମଣ ହେମ୍ରମ ପୁଅ ରବିନ୍ଦ୍ର ହେମ୍ରମ (୨୬ ବର୍ଷ)ଲାଇନ୍ ଖୁଣ୍ଟ କି ଚଢ଼ି ଲାଇନ୍ ତାର ବାନ୍ଧୁ ସମୟ ହଠାତ୍ ବିଦ୍ୟୁତ୍ ଆସିବାରୁ ସେଇ ଖୁଣ୍ଟ ହି ମୃତ୍ୟୁ ବରଣ ହଉଥିଲା।ସ୍ୱତନ୍ତ୍ର ରିପୋର୍ଟର ସୁବାଷ ପଧାନ

Leave a Reply

Your email address will not be published. Required fields are marked *