ବିରୋଧୀଙ୍କ ହଟ୍ଟଗୋଳ, ଗୃହ ୩ଟା ଯାଏଁ ମୁଲତବ

ବିରୋଧୀଙ୍କ ହଟ୍ଟଗୋଳ, ଗୃହ ୩ଟା ଯାଏଁ ମୁଲତବ

ଭୁବନେଶ୍ୱର :ଆଜି ବୁଧ ବାର ବିଧାନସଭାରେ ବିରୋଧୀମାନେ ପ୍ରବଳ ହଙ୍ଗାମା କରିଛନ୍ତି । ଗୃହ ମଧ୍ୟ ଭାଗରେ କଂଗ୍ରେସ-ବିଜେପି ସଦସ୍ୟ ହଟ୍ଟଗୋଳ କରିଥିବା ଜଣାପଡ଼ିଛି । ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ଦାବି କରିଛି କଂଗ୍ରେସ । ନାରୀ ନିର୍ଯାତନା ପ୍ରସଙ୍ଗ ଉଠାଇଥିଲା ବିଜେପି । ବିରୋଧୀଙ୍କ ହଟ୍ଟଗୋଳ ଓ ହଙ୍ଗାମା ପାଇଁ ଗୃହ ଅପରାହ୍ନ ୩ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି ।

Leave a Reply

Your email address will not be published. Required fields are marked *