ବିଧାନସଭାର ଶୀତ ଅଧିବେଶନ ପାଇଁ ହେଲା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।

ବିଧାନସଭାର ଶୀତ ଅଧିବେଶନ ପାଇଁ ହେଲା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।

ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନ ବସିବ । ଏନେଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଡିଜିପି ବି.କେ.ଶର୍ମା । ବିଧାନସଭାର ସୁରକ୍ଷା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ହୋଇଛି । ୩ଟି କଣ୍ଟ୍ରୋଲ ରୁମ୍ ଓ ସମନ୍ୱିତ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି । ସୁରକ୍ଷା ଦାୟିତ୍ୱରେ ୩୦ପ୍ଲାଟୁନ ଫୋର୍ସ ଓ ୯୦ଜଣ ଅଫିସର ରହିବେ । ଏହାସହ ୨ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍,ଷ୍ଟ୍ରାଇକିଂ ଫୋର୍ସ ଓ କ୍ୟୁଆରଟି ମୁତୟନ ହୋଇଛନ୍ତି । ରୁଫ୍ ଟପ୍ ସିକ୍ୟୁରିଟି ସହ ସିଭିଲ୍ ପୋଷାକରେ ପୋଲିସ ବି ରହିବେ । ବିଧାନସଭା ପରିସର ଓ ଗାନ୍ଧି ମାର୍ଗକୁ ସମ୍ପୂର୍ଣ୍ଣ ସିଲ କରାଯିବ । ଏହା ବ୍ୟତୀତ ସମଗ୍ର ଅଞ୍ଚଳ ସିସିଟିଭି କ୍ୟାମେରା ନଜରରେ ରଖିବାକୁ ବ୍ୟବସ୍ଥା କରାଯାଇଛି । ଏଥିଲେ ଗାନ୍ଧୀ ମାର୍ଗ ରେ ଅସୁ ତୁଷ୍ଟ କରିପାଇଁ ପୋଲିସ ଆପାଇଁ କଡାକଡି କରିଛି ।

Leave a Reply

Your email address will not be published. Required fields are marked *