କୁମ୍ଭୀର ଗଣନା ଆରମ୍ଭ ହେଲା।୪ତାରିଖ ଯାଏଁ ଗଣନା କାର୍ଯ୍ୟ ଚାଲିବ ।

କୁମ୍ଭୀର ଗଣନା ଆରମ୍ଭ ହେଲା।୪ତାରିଖ ଯାଏଁ ଗଣନା କାର୍ଯ୍ୟ ଚାଲିବ ।

ଭୁବେନେଶ୍ୱର: ଭିତରକନିକାରେ ଆଜି କୁମ୍ଭୀର ଗଣନା ଆରମ୍ଭ ହୋଇଛି । ରାଜନଗର, ଡାଙ୍ଗମାଳ, ମହାକାଳପଡ଼ା ଓ ଗହୀରମଥାରେ ଗଣନା ଚାଲିଛି । ଏହି ଗଣନାରେ ବନବିଭାଗର ୨୩ଟି ଟିମ୍ ସାମିଲ ହୋଇଥିବା ସୂଚନା ମିଳିଛି । ରାଜନଗର ବନଖଣ୍ଡ ଅଧିକାରୀ ଓ କୁମ୍ଭୀର ବିଶାରଦଙ୍କ ନେତୃତ୍ୱରେ ଗଣନା ଆରମ୍ଭ ହୋଇଛି । କୁମ୍ଭୀର ଗଣନା ୪ତାରିଖ ଯାଏଁ ଗଣନା କାର୍ଯ୍ୟ ଚାଲିବ । ଏହାସହ ଜାନୁଆରି ୪ଯାଏଁ ପର୍ଯ୍ୟଟକଙ୍କ ପାଇର୍ଁ ଭିତରକନିକା ବନ୍ଦ ରହିବ

Leave a Reply

Your email address will not be published. Required fields are marked *