ଆସନ୍ତା କାଲି ଭାରତ ବନ୍ଦ ଡ଼ାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ଗୁଡ଼ିକର ମିଳିତ ମଞ୍ଚ । ଏହାକୁ ଲକ୍ଷ କରି ସମସ୍ତ ସ୍କୁଲ କଲେଜ ତଥା ଶିକ୍ଷାନୁଷ୍ଠାନ ବନ୍ଦ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ନୋଟିସ ।

Leave a Reply

Your email address will not be published. Required fields are marked *