ଭୁବନେଶ୍ୱର ରେ ପହଂଚି ରେ ଅନିଶା ଭଞ୍ଜଦେଓ

ଭୁବନେଶ୍ୱର ରେ ପହଂଚି ରେ ଅନିଶା ଭଞ୍ଜଦେଓ

ଦିଲ୍ଲୀ ରେ ଏକ ଇଣ୍ଡିଆ ମିସ ଇଣ୍ଡିଆ ହେଇଥିଲା ଏଥିରେ ଭରତ ର ବିଭିନ୍ନ ପ୍ରାନ୍ତ ରୁ ମଡେଲ ମାନେ ଯୋଗ ଦେଇଥିଲେ ଓଡିଶା ର ଅନିଶା ୠନେର off ହେଇଥିଲେ ଏଥିରେ ବହୁ ସୁନାମ ମଡେଲ ଭାଗ ନେଇ ଥିଲେ ସମସ୍ତେ ଙ୍କୁ ପଛରେ ପକେଇ ୠନେର off ହେଇଥିଲେ ଆଜି ଭୁବନେଶ୍ୱର ରାଇଲବଏ ଷ୍ଟେସନ ପହଂଚି ଲା ପରେ ମିଡ଼ିଆ ପତିନିଧି ଙ୍କୁ ତାଙ୍କ ର ଜର୍ଣ୍ଣି ବିଷୟରେ କହିଥିଲେ ଏବେ ସିଏ +2ସ୍ଟୁଡେଣ୍ଟ ଅଛନ୍ତି

Leave a Reply

Your email address will not be published. Required fields are marked *