ଭୁବନେଶ୍ୱରରେ ବରଗଡ଼ର ୯ ଜିଲ୍ଲା ପରିଷଦ ସଭ୍ୟଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱରରେ ବରଗଡ଼ର ୯ ଜିଲ୍ଲା ପରିଷଦ ସଭ୍ୟଙ୍କ ସାମ୍ବାଦିକ ସମ୍ମିଳନୀ: BJD ସପକ୍ଷରେ ଯୁକ୍ତି ବାଢିଲେ ୯ ଜିଲ୍ଲା ପରିଷଦ ସଭ୍ୟ, କହିଲେ- ଆମେ ମାର୍ଚ୍ଚ ୨୮ ତାରିଖରୁ BJP ଛାଡ଼ି BJDରେ ମିଶି ସାରିଛୁ,ବିଜେପି ମିଛ କହୁଛି, ଆମକୁ କେହି ଅପହରଣ କରିନାହାନ୍ତି

Leave a Reply

Your email address will not be published. Required fields are marked *