ବଜ୍ରକାପ୍ତା ଧରିଲେ ପୁରସ୍କାର ମିଳିବ ୧୦ହଜାର ଟଙ୍କା ପୁରସ୍କାର!

ବଜ୍ରକାପ୍ତା ଧରିଲେ ପୁରସ୍କାର ମିଳିବ ୧୦ହଜାର ଟଙ୍କା ପୁରସ୍କାର!

ଭୁବନେଶ୍ୱର:ବଜ୍ରକାପ୍ତା ଧରିଲେ ବା ସନ୍ଧାନ ପାଇ ଖବର ଦେଲେ ସେମାନଙ୍କୁ ପୁରସ୍କାର ମିଳିବ । ୧୦ହଜାର ଟଙ୍କା ପୁରସ୍କାର ଦିଆଯିବା ନେଇ ପୋଷ୍ଟର ଜାରି ହୋଇଛି । ଆଠଗଡ଼ ବନାଞ୍ଚଳ ଅଧିକାରୀଙ୍କ ପକ୍ଷରୁ ଏହି ପୋଷ୍ଟର ଲଗା ଯାଇଥିବା ସୂଚନା ମିଳିଛି ।ଏହାସହ ସୋସିଆଲ ମେଡ଼ିଆରେ ବନାଞ୍ଚଳ ଅଧିକାରୀଙ୍କ ଏହି ପୋଷ୍ଟର ଘୂରି ବୁଲୁଛି । ବଜ୍ରକାପ୍ତା ନଦେଇ ରଖିଲେ କିମ୍ବା ଲୁଚାଇଲେ ସେମାନଙ୍କ ବିରୋଧରେ ଦଣ୍ଡବିଧାନ ହେବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି

Leave a Reply

Your email address will not be published. Required fields are marked *