ମକର ସଂକ୍ରାନ୍ତି ରେ ବନ୍ଦ ରହିବ ବ୍ୟାଙ୍କ୍।

ମକର ସଂକ୍ରାନ୍ତି ରେ ବନ୍ଦ ରହିବ ବ୍ୟାଙ୍କ୍।

ଭୁବନେଶ୍ୱର ୧୪.୦୧.୨୦.: ମକର ସଂକ୍ରାନ୍ତୀ ହିନ୍ଦୁମାନଙ୍କର ଏକ ବଡ଼ ପର୍ବ । ଆସନ୍ତାକାଲି ମକରସଂକ୍ରାନ୍ତୀ ଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଆସନ୍ତାକାଲି ବ୍ୟାଙ୍କ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି । ସେହିପରି ଗତକାଲି ମଧ୍ୟ ଏହି ସଂକ୍ରାନ୍ତୀ ପାଇଁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *