୮୩ ହଜାର ୩୦୭ କୋଟି ରାଜ୍ୟର ଋଣ ଭାର ରହିଛିି

୮୩ ହଜାର ୩୦୭ କୋଟି ରାଜ୍ୟର ଋଣ ଭାର ରହିଛିି

ଭୁବନେଶ୍ୱର : ଆଜିର ପ୍ରଥମ ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୨୦୧୯ ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ଋଣ ପରିମାଣ ୮୩ ହଜାର ୩୦୭ କୋଟି ଟଙ୍କା ରହିଛି । ଋଣର ପରିମାଣ ରାଜ୍ୟ ମୋଟ ଘରୋଇ ଉତ୍ପାଦନର ୧୫.୪% ରହିଛି । ଏହା ସହ ବାହାର ବଜାରରୁ ୩,୫୦୦ କୋଟି ଟଙ୍କା ସରକାର ଋଣ ଆଣିଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *