ନିଷ୍ପତିର ପୁନର୍ବାର ସମୀକ୍ଷା ବୈଠକ

ନିଷ୍ପତିର ପୁନର୍ବାର ସମୀକ୍ଷା ବୈଠକ

ଭୁବନେଶ୍ୱର:ଆଜି ଭୁବନେଶ୍ୱର ଲୋକସେବା ଭବନରେ ମାନ୍ୟବର ତାଳଚେର ବିଧାୟକ ଶ୍ରୀ.ବ୍ରଜକିଶୋର ପ୍ରଧାନ ସଚିବ ଶ୍ରୀ.ନିକୁଞ୍ଜ ବିହାରୀ ଧଳ,ଆରଡିସି,ଜିଲ୍ଲାପାଳ ଶ୍ରୀ.ମନୋଜ କୁମାର ମହାନ୍ତି ଓ ଏମସିଏଲ ସିଏମଡି ଙ୍କ ସହ ପୂର୍ବରୁ ଆଲୋଚନା ହୋଇଥିବା ଜମିଯାହାର ପ୍ରଜାଙ୍କ ସମସ୍ୟା ଓ ତାଳଚେର ବାସୀଙ୍କ ଉନ୍ନତି କରଣ ନିମନ୍ତେ ହୋଇଥବା ନିଷ୍ପତିର ପୁନର୍ବାର ସମୀକ୍ଷା ବୈଠକ ହୋଇଥିଲା

Leave a Reply

Your email address will not be published. Required fields are marked *