ଆଜି ସନ୍ଧ୍ୟାରେ ବସିବ  କ୍ୟାବିନେଟ୍ ବୈଠକ।

ଆଜି ସନ୍ଧ୍ୟାରେ ବସିବ  କ୍ୟାବିନେଟ୍ ବୈଠକ।

ଭୁବନେଶ୍ୱର ୧୧.୦୧.୨୦ : ଆଜି ଅପରାହ୍ନ ୫ଟା ୩୦ରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଆଜି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ କ୍ୟାବିନେଟ୍ ମୋହର ଲାଗିପାରେ ।

Leave a Reply

Your email address will not be published. Required fields are marked *