ଫେସବୁକ ପେଜରେ ଭିଡିଓ ଲାଇଭ୍ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଫସିଛନ୍ତି ଓଲିଉଡର ଚକୋଲେଟ୍ ହିରୋ ବାବୁସାନ୍ ।

ଫେସବୁକ ପେଜରେ ଭିଡିଓ ଲାଇଭ୍ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଫସିଛନ୍ତି ଓଲିଉଡର ଚକୋଲେଟ୍ ହିରୋ ବାବୁସାନ୍ ।

ଭୁବନେଶ୍ୱର: ବିନା ହେଲମେଟରେ ବାଇକ୍ ଡ୍ରାଇଭିଂ । ପୁଣି ନିଜ ଫେସବୁକ ପେଜରେ ଭିଡିଓ ଲାଇଭ୍ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଫସିଛନ୍ତି ଓଲିଉଡର ଚକୋଲେଟ୍ ହିରୋ ବାବୁସାନ୍ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ କମିଶନରେଟ୍ ପୋଲିସ ବାବୁସାନଙ୍କ ଚାଲାଣ କାଟିଛି । ଏନେଇ ଖୋଦ୍ କମିଶନରେଟ୍ ପୋଲିସ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *