ରେଳ ଯାତ୍ରା କଲେ ଅରୁଣ ସାହୁ।

ଲୋକଙ୍କ ସେବାରେ ଅରୁଣ ରେଳ ଯାତ୍ରା କଲେ ଅରୁଣ ସାହୁ।

ଭୁବେନେଶ୍ୱର: ଆଜି ଭୁବନେଶ୍ୱର ରୁ ନୟାଗଡ଼ ସେବା ଏକ୍ସପ୍ରେସ ରେଳ ଗାଡି ରେ . କୃଷି ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ଏବେ ଆଉ ନିଜ ଗାଡି ରେ ଛାଡି । ନୟାଗଡ଼ ରୁ ଭୁବନେଶ୍ୱର ଗ୍ରସ୍ତ କରିଛନ୍ତି । ଟ୍ରେନ ରେ ଯାତ୍ରା କରିବା ସମୟ ରେ ବିଭିନ୍ନ ବର୍ଗ ର ଲୋକ ମାନଙ୍କ ସହ ସମ୍ପର୍କ ସ୍ଥାପନ କରି ପାରୁଛନ୍ତି ଏବଂ ସେମାନଙ୍କ ଭଲ – ମନ୍ଦ ପଚାରି ବୁଝି ପାରୁଛନ୍ତି । ତା ସହିତ ଲେଖା ଲେଖି କରିବା ପାଈଁ କିଛି ସମୟ ମିଳି ଯାଉଛି । ଏବେ ନିତିଦିନ ଟ୍ରେନ ଗ୍ରସ୍ତ କରୁଛନ୍ତି ମନ୍ତ୍ରୀ ଡ଼ଃ. ଅରୁଣ ସାହୁ । କହିଛନ୍ତି।

Leave a Reply

Your email address will not be published. Required fields are marked *