ଖୋର୍ଦ୍ଧା ରୁ ୧୮ ଗ୍ରାମ ବ୍ରାଉନ ଜବତ

ଖୋର୍ଦ୍ଧା ରୁ ୧୮ ଗ୍ରାମ ବ୍ରାଉନ ଜବତ

ଭୁବେନେଶ୍ୱର:ଖୋର୍ଦ୍ଧା ମଡେଲ ପୋଲିସ ଆକସ୍ମିକ ଚଢ଼ାଉ କରି ୧୮ ଗ୍ରାମ ବ୍ରାଉନ ସୁଗର ,ଓ ନଗଦ ୯.୨୧ ହଜ଼ାର ଟଙ୍କା ଜବତ କରିବା ସହ ଏଥି ସହ ସମ୍ପୃକ୍ତ ଜଣେ ବ୍ୟକ୍ତି କୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *