ଆନାକୋଣ୍ଡା ସାପ ମଧ୍ୟରୁ ଆଜି ଗୋଟିଏ ସାପ ର ମୃତ୍ୟୁ ଘଟିଥିବା ସୂଚନା

ଆନାକୋଣ୍ଡା ସାପ ମଧ୍ୟରୁ ଆଜି ଗୋଟିଏ ସାପ ର ମୃତ୍ୟୁ ଘଟିଥିବା ସୂଚନା

ଭୁବନେଶ୍ୱର: ପ୍ରାଣୀ ଉଦ୍ୟାନ ନନ୍ଦନ କାନନକୁ ଏହି କିଛିଦିନ ପୂର୍ବେ ମାଡ୍ରାସ କ୍ରୋକଡ଼ାଇଲ ବ୍ୟାଙ୍କ ରୁ ଅଣା ଯାଇଥିବା ଆଠଟି ହଳଦିଆ ରଙ୍ଗର ଆନାକୋଣ୍ଡା ସାପ ମଧ୍ୟରୁ ଆଜି ଗୋଟିଏ ସାପ ର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ଦୁଇ ଦିନ ପୂର୍ବେ ମଧ୍ୟ ଗୋଟିଏ ମୃତ୍ୟୁ ବରଣ କରିଥିଲା।ଆଉ ଜୀବିତ ଥିବା ଆନାକୋଣ୍ଡା ଗୁଡିକ ମଧ୍ୟରୁ କେତୋଟି ଅସୁସ୍ଥ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *