ଭୁବନେଶ୍ବର ବିମାନ ବନ୍ଦରରୁ ପୁଣି ସୁନା ଜବତ:

ଭୁବନେଶ୍ବର ବିମାନ ବନ୍ଦରରୁ ପୁଣି ସୁନା ଜବତ

ଭୁବେନେଶ୍ୱର: ଏୟାର ଏସିଆ ବିମାନରେ ଆସୁଥିବା ଯାତ୍ରୀଙ୍କଠାରୁ ୫୨ ଲକ୍ଷ ଟଙ୍କାର ସୁନା ଜବତ କଲା କଷ୍ଟମ ବିଭାଗ । ୧ କେଜି ୩୧୦ ଗ୍ରାମର ୨ ଖଣ୍ଡ ସୁନା ବିସ୍କୁଟ ଜବତ, କ୍ବାଲାଲମପୁରରୁ ଆସୁଥିଲା ସୁନା, ଜଣେ କେରଳ ନାଗରିକ ଗିରଫ

Leave a Reply

Your email address will not be published. Required fields are marked *