ବିକ୍ରି ହେବ ଏୟାର୍ ଇଣ୍ଡିଆ !

ବିକ୍ରି ହେବ ଏୟାର୍ ଇଣ୍ଡିଆ !

ଭୁବେନେଶ୍ୱର: ଦିଲ୍ଲୀ- ବିକ୍ରି ହେବ ଏୟାର୍ ଇଣ୍ଡିଆ ! ମାର୍ଚ୍ଚ ସୁଦ୍ଧା ବିକ୍ରି ହେବ ଏୟାର୍ ଇଣ୍ଡିଆ ଓ ଭାରତ ପେଟ୍ରୋଲିୟମ୍ , ଜାତୀୟ ଗଣମାଧ୍ୟମକୁ ଅର୍ଥମନ୍ତ୍ରୀ @nsitharaman ଙ୍କ ସୂଚନା , କମ୍ପାନି ବିକ୍ରି ଦ୍ୱାରା ସରକାର ୧ ଲକ୍ଷ କୋଟି ଲାଭ ପାଇବେ : ଅର୍ଥମନ୍ତ୍ରୀ ।

Leave a Reply

Your email address will not be published. Required fields are marked *