ଓଡ଼ିଶା ଅଙ୍ଗନୱାଡ଼ି କର୍ମଚାରୀ ସଂଘ ସଂଯୁକ୍ତ ମୋର୍ଚ୍ଚା ନେତୃତ୍ୱରେ ମାଷ୍ଟର କେଣ୍ଟିଁ ଛକ ରୁ ବିଶାଳ ଶୋଭାଯାତ୍ରା

ଓଡ଼ିଶା ଅଙ୍ଗନୱାଡ଼ି କର୍ମଚାରୀ ସଂଘ ସଂଯୁକ୍ତ ମୋର୍ଚ୍ଚା ନେତୃତ୍ୱରେ ମାଷ୍ଟର କେଣ୍ଟିଁ ଛକ ରୁ ବିଶାଳ ଶୋଭାଯାତ୍ରା

ଭୁବନେଶ୍ୱର:ଓଡ଼ିଶା ଅଙ୍ଗନୱାଡ଼ି କର୍ମଚାରୀ ସଂଘ ସଂଯୁକ୍ତ ମୋର୍ଚ୍ଚା ନେତୃତ୍ୱରେ ମାଷ୍ଟର କେଣ୍ଟିଁ ଛକ ରୁ ବିଶାଳ ଶୋଭାଯାତ୍ରା ଅଙ୍ଗୱାଡ଼ି କର୍ମୀ ଓ ସହାୟିକା ଦିନ 11 ଟା ରେ ବାହାରିବେ। ତିନି ଗୋଟି ସଂଘ ର ସଦସ୍ୟ ଉପସ୍ଥିତି ରହିବେ। ପଶ୍ଚିମ ଓଡ଼ିଶା ଅଙ୍ଗୱାଡ଼ି କର୍ମୀ ଓ ସହାୟିକା ସଂଘ ର ଆବାହକ ପ୍ରଶାନ୍ତ ପାଢ଼ୀ ଙ୍କ ନେତୃତ୍ୱରେ ପଶ୍ଚିମ ଓଡ଼ିଶା ରୁ 5 ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହିବେ ମୀରା ବତି ଦଳବେହେରା, ପ୍ରଭାସିନୀ ପାଢ଼ୀ, ଦୁଃଶୀଳ। ଧୁରୁଆ, ପ୍ରମିଳା ସିଂ, ନୀତମ୍ବିନି ଦାସ, ସାଧାବି ବିଶ୍ଵାଳ , ବାଳକୃଷ୍ଣ ଭୋଇ ପ୍ରମୁଖ ବିକ୍ଷୋଭ ର ନେତୃତ୍ୱ ନେବେ।

Leave a Reply

Your email address will not be published. Required fields are marked *