ଅଚ୍ୟୁତ ସାମନ୍ତଙ୍କୁ ପର୍‍ସନାଲିଟି ଅଫ୍‍ ଦି ଇଅର ପୁରସ୍କାର

ଅଚ୍ୟୁତ ସାମନ୍ତଙ୍କୁ ପର୍‍ସନାଲିଟି ଅଫ୍‍ ଦି ଇଅର ପୁରସ୍କାର

ଭୁବନେଶ୍ୱର, ୨୭ ।୧୧: ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଫେଡେରେସନ୍‍ ଅଫ୍‍ ଇଣ୍ଡିଆନ୍‍ ଚାମ୍ବର୍‍ସ ଅଫ୍‍
କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଫ୍‍ଆଇସିସିଆଇ) ପକ୍ଷରୁ ସମ୍ମାନଜନକ ‘ପର୍‍ସନାଲିଟି ଅଫ୍‍ ଇଅର’ ପୁରସ୍କାର ପ୍ରଦାନ କରାଯାଇଛି ।
କରାଯାଇଛି । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଜୀବନ ବ୍ୟାପୀ ଉଦାହରଣମୂଳକ କାର୍ଯ୍ୟ କରି ସମାଜରେ ଉଲ୍ଲେଖନୀୟ ବିକାଶ
ଆଣିପାରିଥôବ ।ରୁ ବୁଧବାର ନୂଆଦିଲ୍ଲୀଠାରେ ଏଫ୍‍ଆଇସିସିଆଇ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟ କ୍ରମରେ ଶ୍ରୀ ସାମନ୍ତଙ୍କୁ ଏହି
ପୁରସ୍କାର ପ୍ରଦାନ କରାଯାଇଛି । ଏକବିଂଶ ଶତାବ୍ଦୀରେ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଶିକ୍ଷା ହିଁ ଏକମାତ୍ର ବିକଳ୍ପ ବୋଲି
ଏଫ୍‍ଆଇସିସିଆଇର ହୃଦ୍‍ବୋଧ ହୋଇଛି । ଏହି ପରିପ୍ରେକ୍ଷୀରେ ଏଫ୍‍ଆଇସିସିଆଇ ପକ୍ଷରୁ ଭାରତରେ ଉଚ୍ଚଶିକ୍ଷା କ୍ଷେତ୍ରରେ
ଉଲେଖ୍ଲ ନୀୟ ଅବଦାନ ପାଇଁ ଅନୁଷ୍ଠାନ ଓ ବ୍ୟକ୍ତି ବେି ଶଷଙ୍କୁ ସମ୍ମାନୀତ କରାଯାଇଥାଏ । ଏହା ପୂର୍ବରୁ ୧୫ତମ ଏଫଅ୍‍ ।ଇସସି ିଆଇ
ହାଇଅର୍‍ ଏଜୁକେସନ୍‍ ସମିଟ୍‍ ୨୦୧୯ କାର୍ଯ୍ୟକ୍ରମରେ ବକ୍ତା ଭାବେ ଶ୍ରୀ ସାମନ୍ତ ଯୋଗଦେଇ ସାମାଜିକ ବିକାଶରେ ଶିକ୍ଷା
ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ପୁରସ୍କାର ପାଇବା ପରେ ଶ୍ରୀ ସାମନ୍ତ ନଜି ପ୍ରତିକିୟ୍ର ।ରେ ପ୍ରକାଶ କରିଛନ୍ତି, ଶିକ୍ଷା
ମାଧ୍ୟମରେ ସମାଜରେ ବିକାଶ ଅଣାଯାଇପାରିବ । ଏ ନେଇ ମୁଁ ଦୀର୍ଘ ୨୭ବର୍ଷ ହେଲା କାର୍ଯ୍ୟ କରି ଆସୁଛି । ଏହି ଅବସରରେ
ଶ୍ରୀ ସାମନ୍ତ ଏଫ୍‍ଆଇସିସିଆଇ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *