ଏବିଭିପିର ଭୁବନେଶ୍ୱର କାର୍ଯ୍ୟକାରିଣୀ ଘୋଷଣା ସଭାପତି ହେଲେ ଅଧ୍ୟାପକ ଡ ସଂଜୟ ଏବଂ ସମ୍ପାଦକ ହେଲେ ଛାତ୍ରନେତା ସମ୍ବିତ

ଏବିଭିପିର ଭୁବନେଶ୍ୱର କାର୍ଯ୍ୟକାରିଣୀ ଘୋଷଣା ସଭାପତି ହେଲେ ଅଧ୍ୟାପକ ଡ ସଂଜୟ ଏବଂ ସମ୍ପାଦକ ହେଲେ ଛାତ୍ରନେତା ସମ୍ବିତ

ଭୁବନେଶ୍ୱର , ସବୁ ବର୍ଷ ପରି ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଞଷର ଓଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧର କ୍ଟଲ ଋଦ୍ଭଶସଦ୍ଭରରକ୍ସଗ୍ଦ ଠାରେ ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଯାଇଛି । ଏଥିରେ ଗତ ବର୍ଷର ମହାନଗର ସଭାପତି ଅଧ୍ୟାପକ ନଳିନୀ କୁମାର ରାଉତରାୟ ପ୍ରାସ୍ତାବିକ ଭାଷଣ ରଖିଥିଲେ ଏବଂ ଗତ ବର୍ଷର ମହାନଗର ସହ ସମ୍ପାଦକ ସୋମୁ ଦେ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର
ଯୋଗଦେଇ ବିଦ୍ୟାର୍ଥୀ ପରିଷଦର ଲକ୍ଷ ଓ ଆଦର୍ଶ ବିଷୟ ଉପରେ ଆଲୋକପାତ କରିଥିଲେ । ଯୁବ ଓ ଛାତ୍ର ସମାଜ ଦେଶ ପ୍ରତି ସମର୍ପିତ ହୋଇ ରାଷ୍ଟ୍ର ଗଠନରେ ନିଜକୁ ସାମିଲ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଏହା ପରେ ଏବିଭିପିର ରାଜ୍ୟ ଉପ ସଭାପତି ଡ. ଗାର୍ଗୀ ବାନାର୍ଜୀ ଗତବର୍ଷର କାର୍ଯ୍ୟକାରିଣୀ ଭଙ୍ଗ କରି ନୂତନ କାର୍ଯ୍ୟକାରିଣୀ ଘୋଷଣା କରିଥିଲେ ।
ନୂତନ କାର୍ଯ୍ୟକାରିଣୀରେ ସଭାପତି ଭାବେ ମହର୍ଷି କଲେଜ ଅଫ ନେଚୁରାଲ ଲ\’ କଲେଜର ଅଧ୍ୟାପକ ଡ. ସଂଜୟ ମହାନ୍ତି ଏବଂ
ସମ୍ପାଦକ ଭାବେ ଛାତ୍ରନେତା ଶ୍ରୀମାନ ସମ୍ବିତ କୁମାର ରାଉତଙ୍କୁ ମାନୋନୀତ କରାଯାଇଥିବା ବେଳେ ଉପ ସଭାପତି ଭାବେ ଅଧ୍ୟାପକ ତପନ ନାୟକ, ଦୀପକ ବେହେରା, ସହ ସମ୍ପାଦକ ଭାବେ ପି ୁ ପ୍ରତିକ ନାୟକ, ସହ ସମ୍ପାଦିକା ଭାବେ ସ୍ତୃତିପ୍ରଜ୍ଞା ଦାଶ, ଶୁଭସ୍ମିତା ସିଂ, କୋଶାଧ୍ୟକ୍ଷ ଭାବେ ନିରାକାର ସାହୁ, ଝୠଊ ସଂଯୋଜକ ଭାବେ ସୋମ୍ୟ ରଂଜନ ଭୋଇ, ସହ ସଂଯୋଜକ ଭାବେ କ୍ଷୀରୋଦ ପଟ୍ଟନାୟକ, ଝୠଝ ସଂଯୋଜକ ଭାବେ ଜ୍ୟୋତି ରଂଜନ ନାୟକ, ସହ ସଂଯୋଜକ ଭାବେ ଶିବ ପ୍ରଶାଦ ଦାସ, ଶୁମନ ସାହୁ, ରାଷ୍ଟ୍ରୀୟ କଳାମଂଚ ସଂଯୋଜିକା
ରାଜେଶ୍ୱରୀ ନାୟକ, ସହ ସଂଯୋଜିକା ଭାବେ ସ୍ମିତି ପଣ୍ଡା, ପାୟଲ ସେଠୀ, ଞରମଷଦ୍ଭସମବକ୍ଷ ଝଗ୍ଧଙ୍କୟରଦ୍ଭଗ୍ଧଗ୍ଦ ସଂଯୋଜକ ଭାବେ ଅଭିଷେକ ପାଣି, ସହ ସଂଯୋଜକ ଭାବେ ଆଶୁତୋଷ ମଲ୍ଳିକ୍, ବିଶ୍ୱଜିତ ସାହୁ, ଆଇନ ଛାତ୍ର ସଂଯୋଜକ ଭାବେ ଶିବମ ମାଝି, ସହ ସଂଯୋଜକ ଭାବେନିଗମାନନ୍ଦ ବେହେରା, ଦେବାଶିଷ ପ୍ରଧାନ, ଚଷବକ୍ସଜ୍ଞବ ଠସଗ୍ଦସକ୍ଟଦ୍ଭ ସଂଯୋଜକ ଭାବେ ଦୀପକ ବାରିକ, ସହ ସଂଯୋଜକ ଭାବେ ସତ୍ୟ ଦେବ, ଗରଊର ଠସଗ୍ଦସକ୍ଟଦ୍ଭ ସଂଯୋଜକ ଭାବେ ଡ. ଗୈାତମ ପଣ୍ଡା, ସହ ସଂଯୋଜକ ଭାବେ ଅଭିଷେକ ଗୈାତମ, ଞଷସଦ୍ଭଳ ଓଦ୍ଭୟସବ ସଂଯୋଜକ ଭାବେ ପ୍ରତିକ ମହାନ୍ତି, ଝଐକ୍ଟଊଐ ସଂଯୋଜକ ଭାବେ ବିଭୁ ଖଟୁଆ, କ୍ରିଡା ସଂଯୋଜକ ଭାବେ ପ୍ରିୟରଂଜନ ରାଉତ, ଘଉଉ ସଂଯୋଜିକା ଭାବେ ଶଶ୍ମିତା ମହାନ୍ତି, ସହ ସଂଯୋଜିକା ଭାବେ ଗୈାରୀ ପ୍ରଧାନ, ଘଝଝ ସଂଯୋଜିକା ଭାବେ ପ୍ରଭାସିନୀ ବେହେରା, ପାଠ୍ୟଚକ୍ର
ସଂଯୋଜକ ଭାବେ ବିଶ୍ୱଶ୍ରୀ ସ୍ୱାଇଁ, ସହ ସଂଯୋଜିକା ଭାବେ ବର୍ଷାରାଣୀ ବେହେରା, ମିଡିଆ ସଂଯୋଜକ ଭାବେ ରାକେଶ ବାରିକ, ସୋସିଆଲ ମିଡିଆ ଗୁରୁ ଗୈାରବ, ମାସିକ ପତ୍ରିକା ଛାତ୍ର ସନ୍ଦେଶ ସଂଯୋଜକ ଭାବେ ପିପାସା ସୁତଲ, ଜନ ସମ୍ପର୍କ ସଂଯୋଜକ ଗାମା ସିଗ୍ମା ମିଶ୍ର,କାର୍ଯ୍ୟାଳୟ ସମ୍ପାଦକ ଭାବେ ପ୍ରଭାତ ପ୍ରଧାନ, ସହ ସମ୍ପାଦକ ଭାବେ ସୋମନାଥ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ପ୍ରିୟଙ୍କା ମହାରଣା, ବିକ୍ରମ
ଆଚାର୍ଯ୍ୟ, ରାଜେଶ ବିଷୋଇ, ଶାନ୍ତନୁ କୁମାର ଜେନା, ତେଜ୍ସମାନ ଦାଶ, ଶ୍ରୀୟା ତରାଇ, ପାୟଲ ପ୍ରଧାନ, ସତ୍ୟବ୍ରତ ମଲିକ ପ୍ରମୁଖଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *