ବିଜେପି ପକ୍ଷରୁ ଗୃହ ସଂପର୍କ ଅଭିଯାନ

ବିଜେପି ପକ୍ଷରୁ ଗୃହ ସଂପର୍କ ଅଭିଯାନ

ଉମରକୋଟ ଭାଲୁଗୁଡା ଅଞ୍ଚଳରେ , ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ୨ କାର୍ଯ୍ୟକାଳ ର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ଉପଲବ୍ଧି ଏବଂ ସଫଳ ଯୋଜନା ଗୁଡିକ ର ଉପଯୋଗିତା ର ସଙ୍କଳନ ର ପତ୍ର ବିଜେପି ତରଫରୁ ଘର ଘର ବୁଲି ଲୋକଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ଜିଲ୍ଲା ସଭାପତି ଯଗଦୀଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରମେଶ ସାହୁ ଓ ଗୈାରି ମାଝୀ, ଜିଲ୍ଲା ଉପସଭାପତି ଜୟନ୍ତ କୁମାର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଶ୍ୟାମସୁନ୍ଦର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Leave a Reply

Your email address will not be published. Required fields are marked *