ପାଉତି’ ମୋବାଇଲ୍ ଆପକୁ ଆଜି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ।

ପାଉତି’ ମୋବାଇଲ୍ ଆପକୁ ଆଜି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ।

ଭୁବନେଶ୍ୱର୨୮.୧୨.୧୯ : ‘ପାଉତି’ ମୋବାଇଲ୍ ଆପକୁ ଆଜି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଲୋକସେବା ଭବନରେ ଏହି ଆପ ଉନ୍ମୋଚିତ ହୋଇଯାଇଛି । ଏହା ସହ ଇ-ସାର୍ଟିଫିକେଟ ୱେବସାଇଟର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ପାଉତି ଆପ୍ ମାଧ୍ୟମରେ ଲୋକମାନେ ଖଜଣା ପୈଠ କରିପାରିବେ ।

Leave a Reply

Your email address will not be published. Required fields are marked *