ହୋମଗାର୍ଡ ଙ୍କୁ ରାଷ୍ଟ୍ରପତି ମେଡାଲ୍

thebreakingnewsonly-

ଭଦ୍ରକ କାର୍ଯାର ରତହୋମଗାର୍ଡ କମାଣ୍ଡର ଦୋଳ ଗୋବିନ୍ଦ ମହାପାତ୍ର ରାଷ୍ଟ୍ରପତି ମେଡାଲ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛିନ୍ତି ଏହି ମେଡାଲ୍ ପାଇଁ ଡିଜିପି ପ୍ରକାଶ ମିଶ୍ରଙ୍କ ସମୟ ରେ ଓଡ଼ିଶାର ୪ଜଣଙ୍କ ନାମ ଚୟନ କରାଯାଇଥିଲା । ଦିଲ୍ଲୀ ବିଜ୍ଞାନ ଭୁବନରେ ଅନୁଷ୍ଠିତ କାଯ୍ୟକ୍ରମରେ ଦୋଳ ଗୋବିନ୍ଦ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ମେଡାଲ୍ ଗ୍ରହଣ କରିଛନ୍ତି । ଦୋଳ ଗୋବିନ୍ଦ ଭଦ୍ରକ ଜିଲ୍ଲାର ଦୀର୍ଘ ଦିନ ଧରି ଗୃହ ରଖିଭାବେ କାର୍ଯ୍ୟ କରିବା ସହ ନିଜର କତ୍ତବ୍ୟ ନିଷ୍ଣତା ପାଇଁ ବିଭିନ୍ନ ମହଲରୁ ପ୍ରିୟ ଭାଜନ ହୋଇ ପାରିଛନ୍ତି

Leave a Reply

Your email address will not be published. Required fields are marked *