ସ୍ଥାୟୀ ବେଞ୍ଚ ଆନ୍ଦୋଳନ ତୃତୀୟ ଦିନରେ

ସ୍ଥାୟୀ ବେଞ୍ଚ ଆନ୍ଦୋଳନ ତୃତୀୟ ଦିନରେ

ବଲାଙ୍ଗୀର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ବଲାଙ୍ଗୀରରେ ଓକିଲ ସଂଘ ଓ ଅନ୍ୟ ସଂଗଠନ ଗୁଡ଼ିକର ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଂଚିଛି । ଓକିଲମାନେ ଆଜି ଜିଲ୍ଲାପାଳଙ୍କୁ ଅଧାରାସ୍ତାରୁ ଫେରାଇ ଦେଇଛନ୍ତି । ଫଳରେ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ସହିତ ହେବାକୁ ଥିବା ଆଲୋଚନା ବାଧାପ୍ରାପ୍ତ ହୋଇଛି।

Leave a Reply

Your email address will not be published. Required fields are marked *