ସୋରରେ ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ।

ସୋରରେ ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତନାଘନା କରୁଛି । ତିନି ମାସ ପରେ କଟକ କ୍ରାଇମ ବ୍ରାଞ୍ଚ ଶାଖାର ଡିଏସପି ପି. କେ ଦାସ ଦୁଇଦିନ ଧରି ମୃତ ଛାତ୍ରୀଙ୍କ ପରିବାର, ସ୍କୁଲ ଓ ଜଣେ ଶିକ୍ଷକଙ୍କ ଘର ପ୍ରଭୃତି ସ୍ଥାନରେ ଛାନଭିନ କରିବା ସହିତ ବିଭିନ୍ନ ଲୋକଙ୍କୁ ପଚାରାଉଚରା କରିଛନ୍ତି । ଏହା ସହ ସୋର ଥାନା ଆଇଆଇସି କ୍ଷମାସାଗର ପଣ୍ଡାଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରି ଫେରିଛନ୍ତି ।

Leave a Reply

Your email address will not be published. Required fields are marked *