ସାମ୍ବାଦିକ ସମ୍ମିଳନୀ.

ସୁକିନ୍ଦାରେ ବେକାରୀ ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟା ସମେତ କଳିଙ୍ଗନଗର ମହୋତ୍ସବକୁ ବିରୋଧ କରି ସୁକିନ୍ଦା ଯୁବ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଆସନ୍ତା ଜାନୁଆରୀ ୧୨ ତାରିଖରେ କଳିଙ୍ଗନଗର ଅଞ୍ଚଳରେ ବେକାରୀ ଯୁବକ ଯୁବତୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ହେବାନେଇ ସୂଚନା ।

Leave a Reply

Your email address will not be published. Required fields are marked *