ସଶକ୍ତ ନ୍ୟୁଜ ର ୱେବ ପୋର୍ଟାଲ ସଶକ୍ତ ଭବନ ରେ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଦ୍ୱାରା ଉଦଘାଟିତ|!

ସଶକ୍ତ ନ୍ୟୁଜ ର ୱେବ ପୋର୍ଟାଲ ସଶକ୍ତ ଭବନ ରେ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଦ୍ୱାରା ଉଦଘାଟିତ|!

ଭୁବେନେଶ୍ୱର:ସଶକ୍ତ ନ୍ୟୁଜ ର ୱେବ ପୋର୍ଟାଲ ସାଲିଆ ସାହି ସ୍ଥିତ ସଶକ୍ତ ଭବନ ରେ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଦ୍ୱାରା ଉଦଘାଟି ତ ହୋଇଯାଇଛି. ଏ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗ୍ରାମ୍ୟ ନିର୍ମାଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୀନକେତନ ଅମାନ୍ତ, ମୁଖ୍ୟବକ୍ତା ଶ୍ରୀଯୁକ୍ତ ଖାରବେଳ ସ୍ୱାଇଁ,ସାନମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ,ଶ୍ରୀଯୁକ୍ତ ଶଙ୍କର ପରିଡା, ଭାଷା ଆନ୍ଦୋଳନ ଆବାହକ ପବିତ୍ର ମହାରଥା, ସମାଜସେବୀ ଶ୍ରୀୟାସ୍ମିତା ପଣ୍ଡା, ଶ୍ରୀଯୁକ୍ତ ନବ କିଶୋର ପ୍ରଧାନ ଓ ନାରାୟଣ ଖୁଣ୍ଟିଆ ଯୋଗ ଦେଇ ଥିଲେ. ସଶକ୍ତ ଓଡିଶା ର ଆବାହକ ଶ୍ରୀଯୁକ୍ତ ବିଜୟ କୁମାର ପ୍ରଧାନ ଓ ସୁଧାଂଶୁ ଶେଖର ରାଉତଙ୍କ ପ୍ରୟାସ ଦ୍ୱାରା ସଶକ୍ତ ନ୍ୟୁଜ ଆଜି ପ୍ରତିଷ୍ଠା ହୋଇଛି. ରାଜ୍ୟର ବିଭିନ୍ନ ଜ଼ିଲ୍ଲାରୁ ବହୁ ସାମ୍ବାଦିକ ଓ ସମାଜସେବି ଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ.

Leave a Reply

Your email address will not be published. Required fields are marked *