ଲଣ୍ଡନରେ ପ୍ରସ୍ତାବିତ ଫେଲୋସିପ ପ୍ରୋଗ୍ରାମରେ ଭାଗ ନେବା ପାଇଁ ବ୍ରିଟିଶ ହାଇକମିସନଙ୍କ ପକ୍ଷରୁ ବିଜେଡିର ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କୁ ଆମନ୍ତ୍ରଣ

ଲଣ୍ଡନରେ ପ୍ରସ୍ତାବିତ ଫେଲୋସିପ ପ୍ରୋଗ୍ରାମରେ ଭାଗ ନେବା ପାଇଁ ବ୍ରିଟିଶ ହାଇକମିସନଙ୍କ ପକ୍ଷରୁ ବିଜେଡିର ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କୁ ଆମନ୍ତ୍ରଣ

ନୂଆଦିଲ୍ଲୀ: ଜାନୁଆରୀ ୧୩ରୁ ୧୭ ପର୍ୟ୍ୟନ୍ତ ଲଣ୍ଡନରେ ପ୍ରସ୍ତାବିତ ଫେଲୋସିପ ପ୍ରୋଗ୍ରାମରେ ଭାଗ ନେବା ପାଇଁ ବ୍ରିଟିଶ ହାଇକମିସନଙ୍କ ପକ୍ଷରୁ ବିଜେଡିର ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କୁ ଆମନ୍ତ୍ରଣ ମିଳିଛି। ସାଂସଦ ଡକ୍ଟର ପଟ୍ଟନାୟକଙ୍କ ସମେତ ତୃଣମୂଳ କଂଗ୍ରେସର ମହୁଆ ମୈତ୍ର, ଶିବସେନାର ଅନିଲ ଦେଶାଇ, କଂଗ୍ରେସର ଏସ ଜ୍ୟୋତିମଣି ଏବଂ ବିଜେପିର ବି ୱାଇ ରାଘବେନ୍ଦ୍ର, ଭୂପେନ୍ଦ୍ର ଯାଦବ, ଅନିଲ ଜୈନ ଓ ଜମାୟଙ୍ଗ ଟେସରିଂ ନାମଗୟାଲ ଯୋଗଦେବେ ବୋଲି ଜଣାପଡ଼ିଛି।

ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଲଣ୍ଡନ ସ୍କୁଲ ଅଫ ଇକୋନୋମିକସ ଆଣ୍ଡ ପଲିଟିକାଲ ସାଇନସ ପକ୍ଷରୁ ଫେଲୋସିପ ପ୍ରୋଗ୍ରାମଟି ଆୟୋଜିତ କରାଯିବ। ଭାରତୀୟ ସାଂସଦଙ୍କ ପାଇଁ ଉଦ୍ଦିଷ୍ଟ ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ବ୍ରିଟିଶ ଓ ଭାରତ ମଧ୍ୟରେ ସଂପର୍କ ସମେତ ନେତୃତ୍ୱ, ଆନ୍ତର୍ଜାତିକ ବ୍ୟାପାର, ସ୍ୱାସ୍ଥ୍ୟ ଓ ଶିକ୍ଷା, ବିଦେଶ ନୀତି, ମାନବ ଅଧିକାର, ସୋସିଆଲ ଆଣ୍ଡ ପବ୍ଲିକ ପଲିସି ବିଷୟରେ ଚର୍ଚ୍ଚା

Leave a Reply

Your email address will not be published. Required fields are marked *