ରାଜଗାଙ୍ଗପୁର ରେ ହତ୍ୟାକାଣ୍ଡ

ଆଜି ସକାଳେ ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡରେ ଥିବା ନାଳୀ ଏକ ମୃତ୍ୟୁ ଦେହ ଦେଖି ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେଇଥିଲେ।ମୃତ
ଦେହ ପାଖରେ ଏକ୍ସଇସ ବ୍ୟାକଂ ର କିଛି କାଗଜପତ୍ର ପଡିଥିଲା।ପିଲାଟି ନାଁ ସୋମନାଥ ଦାସ ସେ ସମ୍ବଲପୁରର ବାସିନ୍ଦା। ରାଜଗାଙ୍ଗପୁର ର ଏକ୍ସଇସ ବ୍ୟାଙ୍କ ରେ କାମ କରୁଥିବା ଜଣାପଡିଛି।ପୋଲିସ ତାଙ୍କ ଘର ଲୋକକୁଁ ଖବର ଦେଇଥିଲେ।ତାଙ୍କ ବାପା ଓ ମା ଆସି ପହଁଚିଲା ପରେ ଶବ କୁ ବ୍ୟବଛେଦ ପାଇଁ ପଠାଯାଇଥିଲା।ସୋମନାଥ କଂ ବାପା କହିବା ଅନୁଯାୟୀ କାଲି ସେ ଦିବା 11 ଟା ରେ ପୁଅ ସହିତ କଥା ହୋଇଥିଲେ ଓ ସେ କାଲି ବ୍ୟାଙ୍କ ମଧ୍ୟ ଯାଇଥିଲେ।

Leave a Reply

Your email address will not be published. Required fields are marked *