ମହଙ୍ଗା ପଡ଼ିଲା ମନ୍ତବ୍ୟ

ଭାରି ପଡିଲା ନବୀନ ବିରୋଧୀ ମନ୍ତବ୍ୟ। ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ନାଁରେ ଏତଲା, ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅଶାଳୀନ ମନ୍ତବ୍ୟ ପାଇଁ ଏତଲା, ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ କଟକ ମାଲଗୋଦାମ ଥାନାରେ ଏତଲା।

Leave a Reply

Your email address will not be published. Required fields are marked *