ବାଇକ ଆରୋହୀ ଆହାତ

ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବେଲପଡା ଶଙ୍ଖ ସଡ଼କ ଦୁର୍ଘଟଣା l ଦୁର୍ଘଟଣାରେ ବାଇକ୍ ଆରୋହୀ ଆହାତ l ଆହାତ ଜଣକ ହେଲେ ବୁରୁଝରି ପଞ୍ଚାୟତ ର ପବନା ଦାସ ବୋଲି ଜଣାପଡ଼ିଛି l ବ୍ରହ୍ମପୁର ଠାରୁ ଅଙ୍ଗାରଗାଁ ଅଭିମୁଖେ ଯାଉଥିବା ଯାତ୍ରୀ ବାହୀ ବସ ଦକ୍ଷିଣ କାଳୀ ଏକ ଘୋରେଈ ବସ ଟିକୁ ବାଇକ୍ ଟି ଧକ୍କା ଦେଇଥିଲା l ଖବର ପାଇଁ ବେଗୁନିଆପଡା ଫାଣ୍ଡି ପୋଲିସ୍ ଘଟଣା ସ୍ଥଳରେ ପହଁଚିବା ସହ ଗାଡି ଜବତ କରିଛି।

Leave a Reply

Your email address will not be published. Required fields are marked *