ପ୍ରଗତି ର ଅନ୍ୟ ନାମ ନାରୀ ସଶକ୍ତିକରଣ

ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହେଲ୍ପ ଏନଜିଓ ଭୁବନେଶ୍ୱର ସ୍ଥିତ ସାଲିଆ ସାହି ଠାରେ ” ନାରୀ ସଶକ୍ତିକରଣ ” ଉପରେ ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଶ୍ରୀମତୀ ମନସ୍ମିତା ଜେନାଙ୍କ ସୁ ପରିଚାଳନା ରେ ବହୁ ଗୃହଣୀ ମାନେ ଯୋଗ ଦେଇଥିଲେ । ଶଙ୍ଖ , ହୁଳହୁଳି , ସଙ୍ଗୀତ , ନୃତ୍ୟ , ଓ ବକ୍ତୃତା ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ପ୍ରତିତିଷ୍ଠିତ ବ୍ୟକ୍ତିଗଣ ଏହି କାର୍ଯ୍ୟକ୍ରମ ରେ ଯୋଗ ଯୋଗଦେଇଥିଲେ । ବହୁତ ବହୁତ ଧନ୍ୟବାଦ ମାଡାମ ମାନସ୍ମିତା ଜେନା ଓ ଗିରିଧାରୀ ନାୟକ ସାର ଙ୍କୁ । ଅଶେଷ ଧନ୍ୟବାଦ ନିରା ସିଂ ମାଡାମ , ଭଉଣୀ ବିନ୍ଦାସ ଚିନୁ ଓ ହିରୋ ଚିରଞ୍ଜୀବ କୁ

Leave a Reply

Your email address will not be published. Required fields are marked *