ପୁଲିସର ଉପସ୍ଥିତିରେ ବେଗୁନିଆରେ ବିଧାୟକ ଗୋଷ୍ଠିର ହାକିମଗିରି

ପୁଲିସର ଉପସ୍ଥିତିରେ ଦାଦା ଗିରି ।
ସୂଚନା ଅନୁଯାୟୀ, ସେବା ଅନୁଷ୍ଠାନ ପକ୍ଷରୁ ଆସନ୍ତାକାଲି ହେବାକୁ ଥିବା ଏକ ବଡ଼ ଧରଣର କାର୍ଯ୍ୟକ୍ରମକୁ ବିରୋଧ କରି ସଜବାଜ କରାଯାଉଥିବା ଷ୍ଟେଜ ଓ ତୋରଣକୁ ବିଧାୟକଙ୍କ ଗୋଷ୍ଠି ପଶି ଭଙ୍ଗାରୁଜା କରିଥିବା ନେଇ ସେବା ଅନୁଷ୍ଠାନ ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ହୋଇଛି ।
ଘଟଣା ଘଟିବା ପରେ ସ୍ଥାନୀୟ ଜନତାଙ୍କ କହିବା କଥା କି ପୁଲିସ ସ୍ଥାନୀୟ ଗୁଣ୍ଡାଙ୍କ ହାତ ବାରିସୀ ସାଜିଛି । ପୁଲିସକୁ ମାସିକିଆ ବଟି ଆୟୋଜକ କମିଟି ନ ଦେବାରୁ ଚୁପ ରହିଛି ପୁଲିସ ।
ଦେଖିବାକୁ ବାକି ରହିଲା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁଛି ନାଁ ପୂର୍ବ ଭଳି ସେମାନଙ୍କୁ ଥାନାରେ ସସନମାନେ ଥାନାରେ ଚା ପାଣି ଦେଇ ଘଣ୍ଟ ଘୋଡାଉଚି ।
ଏମିତି ଲେଖିବା କଥା ନା ।ବେଗୁନିଆ ରେ ପୁଣିଥରେ ବିଧାୟକ ଙ୍କ ସମର୍ଥକ ଙ୍କ ଗୁଣ୍ଡରାଜ ଦେଖିବାକୁ ମିଲିଛି ।

Leave a Reply

Your email address will not be published. Required fields are marked *